publive-imageମେଷ: ଉଦ୍ୟମରେ ସଫଳତା ପାଇବେ। ଅଫିସ କାମରେ ବଡ଼ ସହରକୁ ଯିବାର ସୁଯୋଗ ଅଛି। ଛାତ୍ରୀମାନେ ଅଧୢୟନ ଶୈଳୀରେ ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

Advertisment

publive-imageବୃଷ: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସାହିତ ହେବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

publive-imageମିଥୁନ: ସବୁ କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା। ବିରୋଧୀ ଆପଣଙ୍କ ସାମନାରେ ନତମସ୍ତକ ହେବେ। ପ୍ରିୟଜନ ମିଳନ। ଘରର ବାତାବରଣ ଭଲ ରହିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

publive-imageକର୍କଟ: ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଅଫିସରେ ପରିବେଶ ବଢ଼ିଆ ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

publive-imageସି˚ହ: ଉନ୍ନତିରେ ଆସିଥିବା ବାଧା ଦୂର ହେବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ସନ୍ତାନଙ୍କ ଉନ୍ନତିରେ ଗୌରବ ଅନୁଭବ କରିବେ। ବେପାରରୁ ଲାଭ ପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

publive-imageକନ୍ୟା: ଭାଗ୍ୟ ଉପରେ ସ˚ପୂର୍ଣ୍ଣରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ; ସୁଫଳ ମିଳିବ। ବେଶି ସମୟ ପରିବାର ଲୋକଙ୍କ ସହିତ କଟିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

publive-imageତୁଳା: ନିଜକୁ ଉତ୍ସାହିତ ଅନୁଭବ କରିବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

publive-imageବିଛା: ବ୍ୟାବସାୟିକ କାମରେ ବ୍ୟସ୍ତ ରହିବେ। ଅଚାନକ ଧନପ୍ରାପ୍ତ ହେବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

publive-imageଧନୁ: ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ବ୍ୟବହାରରେ ମନ ଜିଣିନେବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

publive-imageମକର: ସମୟ ଜ୍ଞାନ ରଖନ୍ତୁ। ନୂଆ ଆହ୍ବାନର ସାମନା କରିବେ। ପାରିବାରିକ ବିବାଦଠୁଁ ଦୂରେଇ ରହନ୍ତୁ। ଆପଣଙ୍କ ଟଙ୍କାପଇସା କେଉଁଠି ଅଟକିପାରେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୬।

publive-imageକୁମ୍ଭ: ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଅତିଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

publive-imageମୀନ: ଅଧିକ ପରିଶ୍ରମ କଲେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ଯୋଗ ରହିଛି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୯।