publive-imageମେଷ: ଭାବିଥିବା କାମ ପୂରାହେବ। ପରିବାର ସଦସ୍ୟଙ୍କ ସହିତ ସମୟ ବିତିବ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪।

Advertisment

publive-imageବୃଷ: ଆଧୢାତ୍ମିକ ଦିଗରେ ମନ ଲାଗିରହିବ। କାମରେ ଅଧିକ ସମୟ ଯିବ। ପ୍ରେମ ପ୍ରସଙ୍ଗ ବେଶ ମଧୁର। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

publive-imageମିଥୁନ: ସ୍ବତନ୍ତ୍ର କାମ ଲାଗି ନୂଆ ବିଚାର। ସ୍ଥଗିତ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ପରିବାର ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।

publive-imageକର୍କଟ: ଅନ୍ୟମାନେ ଆକର୍ଷିତ ହେବେ। କଠିନ ପରିଶ୍ରମ ଯୋଗୁଁ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

publive-imageସି˚ହ: ମନ ସକାରାତ୍ମକ କାମରେ ଲଗାନ୍ତୁ, ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ। ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୪।

publive-imageକନ୍ୟା: ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭଙ୍କର। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

publive-imageତୁଳା: ଇଚ୍ଛା ପୂରଣ ହେବ। ସରକାରୀ କର୍ମଚାରୀଙ୍କୁ ଶୁଭ ଖବର ମିଳିପାରେ। ଜୀବନସାଥୀଙ୍କ ସହ କୌଣସି ବିଷୟରେ ଆଲୋଚନା କରିବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

publive-imageବିଛା: ପୂଜାପାଠରେ ସମୟ ବିତିବ। ଉତ୍ସାହିତ ରହି‌େବ। ବଡ଼ ସଂସ୍ଥାରୁ ନିଯୁକ୍ତି ଖବର ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

publive-imageଧନୁ: କାମରେ ବାଧା ଉପୁଜିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ପାଠପଢ଼ା ସମ୍ବନ୍ଧରେ ଛାତ୍ରଙ୍କୁ ସୁପରାମର୍ଶ ମିଳିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

publive-imageମକର: ଅନ୍ୟମାନଙ୍କ ପାଇଁ ବିଶ୍ବାସଭାଜନ ହେବେ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

publive-imageକୁମ୍ଭ: ସାରା ଦିନ ଖୁସିରେ କଟିବ। ଲୋକେ ସହଯୋଗର ହାତ ବଢ଼ାଇବେ। ଅଧୁରା କାମ ପୂରା ହେବ। ପ୍ରିୟତମଙ୍କ ସହ ବୁଲାବୁଲି ପାଇଁ ଯିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

publive-imageମୀନ: ପାଖ ଲୋକଙ୍କ ସହାୟତା ମିଳିପାରେ। କାମର ଆନନ୍ଦ ନେବେ। ଦାମ୍ପତ୍ୟ ଜୀବନ ମଧୁର। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨।