publive-imageମେଷ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ବନ୍ଧୁଙ୍କ ଠାରୁ ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନ ସୁଖମୟ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪।

Advertisment

publive-imageବୃଷ: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ଧନ ଲାଭର ସୁଯୋଗ। ବ୍ୟବସାୟରେ ଉନ୍ନତି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୩।

publive-imageମିଥୁନ: ତର୍କ ଜ୍ଞାନ ଦ୍ବାରା ଅନ୍ୟମାନଙ୍କୁ ଆକୃଷ୍ଟ କରିବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

publive-imageକର୍କଟ: ସଫଳତା ପ୍ରାପ୍ତିର ଦିନଟିଏ। କାମ ପାଇଁ ପ୍ରଶ˚ସିତ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୨।

publive-imageସି˚ହ: ଦିନ ସାରା ଉତ୍ସାହିତ ରହ‌େିବ ଓ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବେ। ପରିଶ୍ରମର ଫଳ ମିଳିବ। ଧାର ଟଙ୍କା ଫେରିପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

publive-imageକନ୍ୟା: କ୍ରମାଗତ ପ୍ରୟାସ ଆପଣଙ୍କୁ ସଫଳତା ଦେବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

publive-imageତୁଳା: ଆପଣ ଉତ୍ସାହ ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମରେ ମନୋନିବେଶ କରିପାରନ୍ତି। ଜୀବନସାଥୀଙ୍କ ସହ ଅଧିକ ସମୟ ବିତିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

publive-imageବିଛା: ସୁସ୍ଥ ଓ ସତେଜ ରହ‌ିବେ। ସଚ୍ଚୋଟପଣିଆ ପାଇଁ ପ୍ରଶଂସିତ ହେବେ। ଦାଂପତ୍ୟ ଜୀବନ ସୁଖମୟ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

publive-imageଧନୁ: ସପରିବାର ଧାର୍ମିକସ୍ଥଳକୁ ଯାଇପାରନ୍ତି। ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।

publive-imageମକର: ଘର ଲୋକଙ୍କ ସହିତ ଅଧିକ ସମୟ ବିତିବ। ରାଜନୀତିଜ୍ଞଙ୍କ ମାନ ସମ୍ମାନ ବୃଦ୍ଧି ହେବ। ଧନଲାଭର ସୁଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

publive-imageକୁମ୍ଭ: ରଚନାତ୍ମକ କାର୍ଯ୍ୟରେ ରୁଚି। ଆର୍ଥିକ ସ୍ଥିତି ଭଲ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ। ରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୬।

publive-imageମୀନ: ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ଚାକିରି ସନ୍ଧାନରେ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।