publive-imageମେଷ: ଜୀବିକା ଅର୍ଜନ କ୍ଷେତ୍ରରେ ଦିନଟି ଶୁଭ। ଧାର ଅର୍ଥ ଫେରସ୍ତ ପାଇପାରନ୍ତି। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

Advertisment

publive-imageବୃଷ: ପୂଜାପାଠରେ ସମୟ ବିତିବ। ଆତ୍ମବିଶ୍ବାସ ବଢ଼ିବ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୩

publive-imageମିଥୁନ: ଭାବିଥିବା କାମ ସୁରୁଖୁରୁରେ ହୋଇଯିବ। ସମାଜରେ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହ ଯାତ୍ରା ସୁଖଦ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।

publive-imageକର୍କଟ: କାମ ସ˚ପୂର୍ଣ୍ଣ ଲାଗି ସହକର୍ମୀଙ୍କ ସାହାଯ୍ୟ ମିଳିବ। ସୁସମ୍ବାଦ ପାଇବେ। ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

publive-imageସି˚ହ: ନିଜକୁ ସତେଜ ଅନୁଭବ କରିବେ। ବିନା ବାଧାବିଘ୍ନରେ କାମ ସ˚ପନ୍ନ ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

publive-imageକନ୍ୟା: ସମୟ ପୂର୍ବରୁ କାମ ସଂପୂର୍ଣ୍ଣ ହେବ। ପୁରୁଣା ମିତ୍ରଙ୍କ ସହିତ ଭେଟ। ବ୍ୟବସାୟରେ ଲାଭ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।

publive-imageତୁଳା: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଧନଲାଭର ସୁଯୋଗ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

publive-imageବିଛା: ଅନ୍ୟମାନେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। କ˚ପାନି ତରଫରୁ ବିଦେଶ ଯିବାର ସୁଯୋଗ। ମହିଳାମାନେ ସହରକୁ ଯିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

publive-imageଧନୁ: ବହୁ ଦିନର ଇଚ୍ଛା ପୂରା ହେବ। ନୂଆ କାମରେ ରୁଚି। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାଂପତ୍ୟ ଜୀବନ ମଧୁର। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

publive-imageମକର: ସାରା ଦିନ ଉତ୍ସାହିତ ରହି‌େବ। ନୂଆ ଚାକିରି ପାଇଁ ଖବର ଆସିପାରେ। ବ୍ୟବସାୟରୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

publive-imageକୁମ୍ଭ: ଜୀବନସାଥୀଙ୍କ ସହଯୋଗ ପାଇବେ। ନିଜ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ବ୍ୟବସାୟରେ ଧନଲାଭ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

publive-imageମୀନ: ବୁଦ୍ଧିମତ୍ତାରେ କାମ କରନ୍ତୁ; ସଫଳତା ଓ ଲାଭ ପାଇବେ। ରାଜନେତାଙ୍କ ଲାଗି ଦିନଟି ବଢ଼ିଆ ରହିବ। ପୁରୁଣା ମିତ୍ରଙ୍କ ସହିତ ମିଶିବା ଲାଗି ମନ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।