ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରା ଦିନ ଉତ୍ସାହିତ ରହିବେ। ଆପଣଙ୍କ ପରଖିବା ଶକ୍ତି ଆଗକୁ ବଢ଼ାଇବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୨।

ବୃଷ: ନିଜ କାମରେ ସଫଳ ହେବେ। ବେପାର ବୃତ୍ତିରେ ମନଲାଖି ପରିବର୍ତ୍ତନ ହେବ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା:୨।

ମିଥୁନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ଲାଗି ଭାବନା ସୃଷ୍ଟି ହେବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା:୯।

କର୍କଟ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ବଢ଼ିଆ କରିବ। ଶୁଭ ସମାଚାର ପାଇବେ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୧।

ସି˚ହ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଶିବାର ସୁଯୋଗ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ, ସହଜ ବାର୍ତ୍ତା ହେବ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

କନ୍ୟା: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସ˚ପତ୍ତି ବିବାଦ ସମାପ୍ତ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବେପାରରେ ଆଶାଜନକ ଫଳ ପାଇବେ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୨।

ବିଛା: କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ। ପର୍ଯ୍ୟାପ୍ତ ଲାଭ ସହିତ ଯଶ ବୃଦ୍ଧି ହେବ। ଘରକୁ ବନ୍ଧୁ ଆସିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ଧନୁ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଅନ୍ୟ ଲୋକମାନେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। କମ୍‌ ପରିଶ୍ରମରେ ଅଧିକ ଫଳ ପାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

ମକର: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଚାକିରିରେ ଉନ୍ନତି। ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୧।

କୁମ୍ଭ: କିଛି ଲୋକଙ୍କ ଠାରୁ ଆପଣଙ୍କୁ ଭରପୂର ସମର୍ଥନ ମିଳିବ। ଅର୍ଥ ସମ୍ବନ୍ଧୀୟ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହଯୋଗରେ ଘରର ପରିବେଶ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

ମୀନ: ଦେବୀମାତାଙ୍କୁ ଆରାଧନା କରନ୍ତୁ, ସ˚କଟ ଦୂର ହେବ। ଜରୁରୀ କାମରେ ଆପଣଙ୍କୁ ଲାଭ ହେବ। ପତି-ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର