ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ବିଶେଷ କାମ କରିବେ। ବୁଧ ଓ ଗୁରୁବାର: ବେପାରରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ବନ୍ଧୁବର୍ଗ ସହିତ ବଢ଼ିଆ ସମ୍ବନ୍ଧ ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ବଜାୟ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର: ବୈବାହିକ ସମସ୍ୟା ସମାଧାନ ହେବ।

ରବି, ସୋମ ଓ ମଙ୍ଗଳବାର: ଜୀବନରେ ଆଗକୁ ବଢ଼ିବା ସମୟ ଭଲ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବେ। ଶୁକ୍ର ଓ ଶନିବାର: ରାଜନୀତିରେ ଲାଭ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ବୁଧ ଓ ଗୁରୁବାର: କୌଣସି କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ରବି, ସୋମ ଓ ମଙ୍ଗଳବାର: ଧର୍ମ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବୁଧ ଓ ଗୁରୁବାର: ବେପାରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଅର୍ଥ ଉପାର୍ଜନ ଲାଗି ନୂଆ ସୁଯୋଗ ଆସିବ।

ରବି, ସୋମ ଓ ମଙ୍ଗଳବାର: କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ଧର୍ମକର୍ମରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଭଲ ଲାଭ ପାଇବେ। ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଶୁକ୍ର ଓ ଶନିବାର: କୌଣସି ଭଲ ସୁଯୋଗ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ଆସିପାରେ। ବୁଧ ଓ ଗୁରୁବାର: ପ୍ରେମ ସଂପର୍କ ନିବିଡ଼ ହେବ। ଶୁକ୍ର ଓ ଶନିବାର: କାରବାରରେ ନୂଆ ଲୋକଙ୍କ ସହିତ ସଂପର୍କ ହେବ।

ରବି, ସୋମ ଓ ମଙ୍ଗଳବାର: ବିବାହିତଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର ବନ୍ଧୁଙ୍କ ଉପହାର ଦେଇପାରନ୍ତି। ଶୁକ୍ର ଓ ଶନିବାର: ମନ ସାମାଜିକ କାର୍ଯ୍ୟ କରିବା ଦିଗକୁ ଲାଗି ରହିପାରେ।

ରବି, ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ରାସ୍ତା ଖୋଲିବ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ। ଶୁକ୍ର ଓ ଶନିବାର: ଛାତଛାତ୍ରୀଙ୍କ ଲାଗି ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ରୂପେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହୋଇପାରେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ଖୁସି ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବୁଧ ଓ ଗୁରୁବାର: ବେପାରରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ଛାତ୍ରମାନଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।

ସମ୍ବନ୍ଧିତ ଖବର