publive-imageମେଷ: ସୁଖ ଓ ସୌଭାଗ୍ୟ ବୃଦ୍ଧି। ଆର୍ଥିକ ସ୍ଥିତି ମଜଭୁତ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

Advertisment

publive-imageବୃଷ: ନଜ ପାଇଁ ନୂଆ ପରିଚୟ ସୃଷ୍ଟିକରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁ ମିଳନ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୨।

publive-imageମିଥୁନ: ମହିଳାମାନଙ୍କୁ ପ୍ରେମ-ସୁହାଗ ମିଳିବ। ଘରୋଇ ଚିନ୍ତାରୁ ମୁକ୍ତି। ବିଦେଶୀଙ୍କ ସହ ସାକ୍ଷାତ୍‌-ଆଲୋଚନା। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

publive-imageକର୍କଟ: ଭାଗ୍ୟ ପରିବର୍ତ୍ତନ ପାଇଁ ଶୁଭ ଦିନଟିଏ। ବ୍ୟବସାୟ ସ˚ପର୍କରେ ଗୁରୁତ୍ବପୂର୍ଣ୍ଣ ବୈଠକ। ସୁଖୀ ଦାଂପତ୍ୟ ଜୀବନ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

publive-imageସି˚ହ: ପ୍ରସନ୍ନ ରହି‌େବ। ଜୀବିକାରେ ଉନ୍ନତି। କାର୍ଯ୍ୟ ବ୍ୟସ୍ତତା ସତ୍ତ୍ବେ ଆମୋଦପ୍ରମୋଦ ପାଇଁ ସମୟ ମିଳିବ। ରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

publive-imageକନ୍ୟା: ଦିନ ତମାମ୍ ଖୁସିର ବତାବାରଣ। କାମରୁ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

publive-imageତୁଳା: ଭାଗ୍ୟ ପରୀକ୍ଷାର ସମ୍ମୁଖୀନ ହେବେ। ଚାକିରିରେ ସୁରକ୍ଷା ପାଇଁ ଯତ୍ନବାନ୍ ହୁଅନ୍ତୁ। ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

publive-imageବିଛା: ମନରେ ନୂଆ ବିଚାର ଆସିବ। ମିତ୍ରଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

publive-imageଧନୁ: କାମରେ ବାଧାବିଘ୍ନ ଆସି ନପାରେ। ବେପାରରେ ଉନ୍ନତି। ବୈବାହିକ ଜୀବନରେ ଆବେଗ କମିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

publive-imageମକର: ବାପାଙ୍କ ଠାରୁ ‌େସ୍ନହ ଓ ଆଶୀର୍ବାଦ ମିଳିବ। ଚାକିରିରେ ଦାୟିତ୍ବ ବଢ଼ିବ। ବ୍ୟବସାୟରେ ପରିବର୍ତ୍ତନ ଓ ଲାଭ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

publive-imageକୁମ୍ଭ: ସକରାତ୍ମକ ମନୋଭାବ ସହ ଆଗକୁ ବଢ଼ିବେ। ନିଜର ବିଚାର ଗ୍ରହଣ କରିବା ଲାଗି ଅନ୍ୟକୁ ବାଧ୍ୟ କରନ୍ତୁ ନାହିଁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୧।

publive-imageମୀନ: ଦିନଟି ହସଖୁସିରେ କଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହ ସାକ୍ଷାତ୍। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।