ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ରାଜନୀତିରେ ମନୋକାମନା ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ବୃଷ: ନିଜକୁ ଉତ୍ସାହିତ ଅନୁଭବ କରିବେ। ବନ୍ଧୁଙ୍କ ସହଯୋଗରେ ଆପଣଙ୍କ ଯୋଜନା ପୂରା ହେବ। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ଭକ୍ତିଭାବ ରହିବ। ପରିଶ୍ରମର ଫଳ ପାଇବେ।

କର୍କଟ: ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭବାନ୍‌ ହେ‌େବ। ଅଫିସରେ ପ୍ରତିକୂଳ ବାତାବରଣ ଯୋଗୁ ଚିନ୍ତିତ ରହିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସି˚ହ: ବ୍ୟବସାୟ ଲାଗି ଭଲ ଅବସର ମିଳିବ। ଦାଂପତ୍ୟ ଜୀବନରେ ପାରସ୍ପରିକ ବୁଝାମଣା ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେ‌େବ।

କନ୍ୟା: ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବ ନାହିଁ। ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ତୁଳା: କୌଣସି କାମ ଲାଗି ବଡ଼ମାନଙ୍କ ସହ ଆଲୋଚନା କରିବେ। ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

ବିଛା: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅନ୍ୟକୁ ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁନାହିଁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ।

ଧନୁ: କାର୍ଯ୍ୟରେ ବାଧାବିଘ୍ନ ରହିବନାହିଁ। କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି ଭଲ। ଦାଂପତ୍ୟ ଜୀବନରେ ପ୍ରେମ ଓ ସୁହାଗ ମିଳିବ।

ମକର: ରଚନାତ୍ମକ କାମରେ ମନ ଲାଗି ରହିବ। ଶୁଭ ଖବର ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଧନପ୍ରାପ୍ତି ହୋଇପାରେ।

କୁମ୍ଭ: ଜପ ଓ ଧ୍ୟାନରେ ମଜିରହିବେ। ଆତ୍ମବଳ ବଢ଼ିବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ।

ମୀନ: ପରିବାରରେ ହସଖୁସିପୂର୍ଣ୍ଣ ବାତାବରଣ। ସମାଜିକ କାର୍ଯ୍ୟରେ ଅଧିକ ସମୟ ବିତିବ। ଆପଣଙ୍କ କଥାରେ ଅନ୍ୟମାନେ ପ୍ରଭାବିତ ହେବେ।

ସମ୍ବନ୍ଧିତ ଖବର