ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ନୂଆ କରିବାର ଭାବନା ମନରେ ଆସିବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଧନ ପ୍ରାପ୍ତିର ଯୋଗ। ପ୍ରେମରେ ସଫଳତା ମିଳିବ।

ବୃଷ: ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ଧନଲାଭର ନୂଆ ରାସ୍ତା ଖୋଲିବ।

ମିଥୁନ: ଭାବପ୍ରବଣ ରହିବେ। ଅନ୍ୟମାନଙ୍କ କଥା ଶୁଣନ୍ତୁ, କିନ୍ତୁ ନିଜ ବୁଦ୍ଧି ଓ ବିବେକ ଅନୁସା‌ରେ କାମ କରନ୍ତୁ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କର୍କଟ: ବ୍ୟବସାୟର ନୂଆ ଦିଗ ମିଳିବ। କାମ ପାଇଁ ଅଫିସରେ ପ୍ରଶ˚ସିତ ହେବେ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଧୁରିବ।

ସି˚ହ: ପୂଜାପାଠରେ ସମୟ ବିତିବ। ଅର୍ଥ ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହେବ। ଭାଗିଦାରି କାରବାରରେ ସୁଫଳ ମିଳିବ। ସନ୍ତାନଙ୍କ ଦାୟିତ୍ବ ପୂରା କରିବେ।

କନ୍ୟା: ଗରିବଙ୍କୁ ସାହାଯ୍ୟ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ।

ତୁଳା: ଆପଣଙ୍କ ସକରାତ୍ମକ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଘରକୁ କୌଣସି ସ˚ପର୍କିୟ ଶୁଭ ଖବର ନେଇ ଆସିବେ। ବେପାରରେ ଉନ୍ନତି ହେବ।

ବିଛା: ଅନ୍ୟ ସହରରେ ବ୍ୟବସାୟ ବଢ଼ାଇବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ପ୍ରେମରେ ସଫଳତା ମିଳିବ।

ଧନୁ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ବ୍ୟବସାୟର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ।

ମକର: ମନ ପ୍ରସନ୍ନ ରହିବ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। କୌଣସି ବଡ଼ କ˚ପାନିର ଚାକିରି ଲାଗି ପ୍ରସ୍ତାବ ମିଳିବ।

କୁମ୍ଭ: କୌଣସି ଦୃଷ୍ଟିରୁ ଦିନଟି ମହତ୍ତ୍ବପୂର୍ଣ୍ଣ ରହିପାରେ। ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ମୀନ: ସବୁ କାମ ସହଜରେ ପୂରା ହୋଇଯିବ। କର୍ମଜୀବୀ ମହିଳାଙ୍କ ଲାଗି କାର୍ଯ୍ୟାଳୟ ପରିସର ଅନୁକୂଳ ରହିବ। ପାରିବାରିକ ଜୀବନରେ ସୁଖୀ ରହିବେ।

ସମ୍ବନ୍ଧିତ ଖବର