ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବୈବାହିକ ଜୀବନରେ ମତଭେଦ ହୋଇପାରେ। ମାନସିକ ଶାନ୍ତି ଲାଗି ଆଧୢାତ୍ମିକତା ଦିଗରେ ମନ ଲଗାନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଘର ସଜାଇବାରେ ମନ ଲାଗିବ। ଦୀର୍ଘ ଦିନର ସ୍ଥଗିତ କାମ ପୂରା ହେବ। ପ୍ରେମରେ ସଫଳ ହେବେ।

ମିଥୁନ: ମନରେ ସକରାତ୍ମକ ଭାବନା ଜ୍ରଗ୍ରତ ହେବ। ନିଜର ଧୢାନ କୌଣସି ନୂଆ କାମରେ ଲଗାଇବେ। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା।

କର୍କଟ: କିଛି ନୂଆ ବିଚାର କରିପାରନ୍ତି। ଅନ୍ୟମାନଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସି˚ହ: ଆତ୍ମ ଚିନ୍ତନରେ ଅଧିକ ସମୟ କଟିବ। ଅଫିସରେ କାମର ବୋଝ ବଢ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ ଆଲୋଚନା କରିବେ।

କନ୍ୟା: ଲାଗି ରହିଥିବା ବିବାଦର ସମାଧାନ ହେବ। କାର୍ଯ୍ୟ ପରିଚାଳନାରେ ସଫଳ ହେବେ। ବୈବାହିକ ଜୀବନରେ ମଧୁରତା ବଢ଼ିବ।

ତୁଳା: କାମ ପାଇଁ ବାହାରକୁ ଯିବେ ଏବଂ ସଫଳତା ମିଳିବ। କୌଣସି ବି‌େଶଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ।

ବିଛା: ମନରେ ସୁନ୍ଦର ଭାବନା ଆସିବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ। ଜରୁରୀ କାମ ପୂରା ହେବ।

ଧନୁ: ବିଭିନ୍ନ ଲୋକଙ୍କ ସହିତ ମିଶିବେ। ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହିଲେ ଭଲ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: କ୍ୟାରିଅରରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଆର୍ଥିକ ସ୍ଥିତି ଭଲ ରହିବ। କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମ ପାଇଁ ସୁଯୋଗ ମିଳିବ।

କୁମ୍ଭ: ଦୀର୍ଘଦିନର ସମସ୍ୟା ସମାଧାନ ହେବ। ନିଜର କାମ ଓ ପରିଶ୍ରମ ପାଇଁ ସନ୍ତୋଷଜନକ ଫଳ ମିଳିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଲାଗି ଦିନଟି ଭଲ।

ମୀନ: ଆପଣ ଉତ୍ସାହିତ ରହିବେ। ଯୋଜନା ପ୍ରସ୍ତୁତ କରିବେ ଏବ˚ ଯୋଜନା କ୍ରିୟାନ୍ବିତ କରିବାର ମନୋଭାବରେ ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର