publive-imageମେଷ: ଦିନଟି ସବୁଦୃଷ୍ଟିରୁ ଅନୁକୂଳ। ଅଳ୍ପ ସମୟରେ କାମ ସ˚ପୂର୍ଣ୍ଣ କରିବେ। ବୈବାହିକ ଜୀବନରେ ଖୁସି।

Advertisment

publive-imageବୃଷ: କାମରେ ଅଧିକ ସମୟ ବ୍ୟୟ ହୋଇପାରେ। ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତାବେଳେ ସାବଧାନ ରହନ୍ତୁ। ପାରିବାରିକ ଦାୟିତ୍ବ ମିଳିପାରେ।

publive-imageମିଥୁନ: ଦିନଟି ଶୁଭଙ୍କର। ଚାକିରି ସମ୍ବନ୍ଧରେ ଖୁସି ଖବର ମିଳିବ। ସମାଜିକ କାର୍ଯ୍ୟରେ ରୁଚି। ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିପାରନ୍ତି।

publive-imageକର୍କଟ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ଅର୍ଡର୍‌ ସପ୍ଲାଇ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ।

publive-imageସି˚ହ: ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ନୂଆ କିଛି ଶିଖିବେ। ସ୍ବାସ୍ଥ୍ୟ ଭଲ ରହିବ।

publive-imageକନ୍ୟା: ସାରା ଦିନ ସତର୍କ ରହନ୍ତୁ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ସ୍ଥଗିତ କାମ ପୂର୍ଣ୍ଣ ଲାଗି ସାହାଯ୍ୟ ମିଳିବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି।

publive-imageତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ସବୁ କାମ ଠିକ୍‌ ସମୟରେ ସ˚ପୂର୍ଣ୍ଣ ହେବ। ବ୍ୟବସାୟରେ ନୂଆ ସଉଦା ହେବ। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ।

publive-imageବିଛା: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଧନଲାଭର ସୁଯୋଗ।

publive-imageଧନୁ: ଦିନଟି ସକରାତ୍ମକ ରହିବ। ପରିବାର ଲୋକଙ୍କ ସହିତ ସଂପର୍କରେ ଉନ୍ନତି। ନୂଆ କବିତା ରଚନାରେ ମନୋନିବେଶ କରିବେ।

publive-imageମକର: ଲକ୍ଷ୍ୟ ପଥରେ ଅଗ୍ରସର ଓ ସଫଳତା। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ସୁସ୍ଥ ଓ ସତେଜ ରହିବେ।

publive-imageକୁମ୍ଭ: କାମ‌ରେ ଉନ୍ନତି ପ୍ରଦର୍ଶନ ଲାଗି ଭଲ ଦିନଟିଏ। ସ୍ଥଗିତ କାମ ସହଜରେ ପୂର୍ଣ୍ଣ ହେବ। ନୂଆ ବ୍ୟବସାୟରେ ଅର୍ଥ ନିବେଶରୁ ଲାଭ ମିଳିବ।

publive-imageମୀନ: ଆଶା ସ˚ପୂର୍ଣ୍ଣ ହେବ। ଅନ୍ୟମାନଙ୍କ ଠାରେ ବିଶ୍ବାସଭାଜନ ହେବେ। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ।