ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମସ୍ଥାନକୁ ସପରିବାର ଯାତ୍ରା। ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ। ବ୍ୟବସାୟରେ ଅଧିକ ଲାଭ। ରାଜନୀତିରେ ଉଚ୍ଚପଦ ମିଳିପାରେ।

ବୃଷ: ଆପଣଙ୍କ କାମ ମନମୁତାବକ ସ˚ପୂର୍ଣ୍ଣ ହେବ। ସରକାରୀ କାମରେ ସାହାଯ୍ୟ ମିଳିପାରେ। ପରିବାରରେ ସୁଖ ଓ ଶାନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ମିଥୁନ: ଶାରୀରିକ ଭାବେ ସୁସ୍ଥ ରହିବେ। କୌଣସି ବଡ଼ ସଫଳତା ମିଳିପାରେ। କାମ ପାଇଁ ଅଫିସରେ ପ୍ରଶ˚ସା ମିଳିବ। ଅଚାନକ ଧନପ୍ରାପ୍ତି।

କର୍କଟ: ଆଜି ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ସଫଳ ହେବେ। ପାରିବାରିକ ଜୀବନରେ ଶାନ୍ତି।

ସି˚ହ: ହସଖୁସିରେ ଦିନଟି କଟିବ। ଅନ୍ୟ ସହିତ ଥଟ୍ଟାମଜା କରିବେ। ବ୍ୟବସାୟ ସଂପର୍କରେ ଭଲ ଖବର ପାଇବେ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ।

କନ୍ୟା: କମ୍‌ ପରିଶ୍ରମରେ ଅଧିକ ଲାଭ। ସାମାଜିକ ଜୀବନ ଭଲ ରହିବ। ପରିବାରରେ ଆନନ୍ଦ। ପ୍ରେମ ସ˚ପର୍କରେ ନିବିଡ଼ତା ବୃଦ୍ଧି।

ତୁଳା: କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ଅନ୍ତରଙ୍ଗ ବ୍ୟକ୍ତିଙ୍କ ଠାରୁ ଉପହାର ମିଳିପାରେ। ଯୁକବଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ପରିବାରରେ ଶାନ୍ତି।

ବିଛା: ପୂଜାପାଠରେ ରୁଚି ବଢ଼ିବ। ଭଲ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି। ଜୀବନସାଥୀ ଉପହାର ଦେଇପାରନ୍ତି।

ଧନୁ: ଭାବନା ଅନୁସାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ମକର: ଅନ୍ୟମାନଙ୍କ ସହିତ ତାଳମେଳ ବଜାୟ ରହିବ। ସୃଜନଶୀଳ କାମ ପ୍ରତି ଆକର୍ଷଣ ବଢ଼ିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: କର୍ତ୍ତୃପକ୍ଷଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ମିଳିପାରେ। ଆର୍ଥିକ ଲାଭ। କୋର୍ଟ-କଚେରି ମାମଲାର ସମାଧାନ ହୋଇପାରେ।

ମୀନ: ନିଜ ବୃତ୍ତିର କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିପାରେ। ବ୍ୟବସାୟ ପାଇଁ ନୂଆ ସୁଯୋଗ। ମହିଳାଙ୍କୁ ସାମାଜିକ ସମ୍ମାନ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ।

ସମ୍ବନ୍ଧିତ ଖବର