ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ। ଜୀବନସାଥୀଙ୍କ ଠାରୁ ଖୁସି ମିଳିବ।

ବୃଷ: ମାନ-ସମ୍ମାନ ବଢ଼ିବ। ବ୍ୟାବସାୟିକ ପରିସର ବୃଦ୍ଧି ଲାଗି ନୂଆ ଯୋଜନା କରିପାରନ୍ତି। ଚାକିରିଆଙ୍କୁ ଭଲ ଖବର ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି।

ମିଥୁନ: ପୁରୁଣା କଥା ମନସ୍ତାପ ଆଣିପାରେ। ବୁଦ୍ଧିମତ୍ତାର ସହ ଅର୍ଥ କାରବାର କରନ୍ତୁ। ଛାତ୍ରମାନଙ୍କୁ ପରିଶ୍ରମର ଫଳ ମିଳିବ।

କର୍କଟ: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମିତ୍ରଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରି ପ୍ରସ୍ତାବ ମିଳିବ।

ସି˚ହ: ଗୁରୁତ୍ବପୂର୍ଣ୍ଣ କଥାବର୍ତ୍ତା ସଫଳ ହେବ। ବ୍ୟବସାୟ ପାଇଁ ଦିନଟି ଭଲ। ପରିବାର ସହିତ ବାହାରକୁ ବୁଲିଯିବା ଲାଗି ଯୋଜନା କରିବେ।

କନ୍ୟା: ଦୀର୍ଘଦିନର ଅଶାନ୍ତି ଦୂର ହେବ। ସାମାଜିକ ସ୍ତରରେ ସମ୍ମାନିତ ହେବେ। ଅଚାନକ ଧନପ୍ରାପ୍ତି। ଜୀବନସାଥୀଙ୍କ ସହ ଉତ୍ତମ ସଂପର୍କ।

ତୁଳା: କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିବ। ନମ୍ର ବ୍ୟବହାର ଦ୍ବାରା ଅନ୍ୟମାନଙ୍କୁ ଆକର୍ଷିତ କରି‌େବ। ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ।

ବିଛା: ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାର ସାହସ ବଢ଼ିବ। ଆତ୍ମବିଶ୍ବାସ ବୃଦ୍ଧି। ଆର୍ଥିକ ସ୍ଥିତି ଭଲ ରହିବ। ଦୂରସ୍ଥାନକୁ ଭ୍ରମଣ ଯୋଗ।

ଧନୁ: ଆଖପାଖର ବାତାବରଣ ଅନୁକୂଳ ରହିବ। ଉନ୍ନତିର ନୂଆ ରାସ୍ତା ଖୋଲିବ। କାରବାରରେ ଅଧିକ ଲାଭ।

ମକର: ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ମିଳିବ। ଦକ୍ଷତାର ସହିତ ଅଫିସ କାମ ଶେଷ କରିବେ। ଅନ୍ତରଙ୍ଗ ବ୍ୟକ୍ତିଙ୍କୁ ଭେଟିବା ଲାଗି ଅପେକ୍ଷା କରିବେ।

କୁମ୍ଭ: ଆଧୢାତ୍ମିକ କାର୍ଯ୍ୟରେ ମନ ଲାଗି ରହିବ। ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା। ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରା।

ମୀନ: ଇଚ୍ଛା ପୂରଣ ଲାଗି ଚେଷ୍ଟା କରିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ।

ସମ୍ବନ୍ଧିତ ଖବର