ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ ମନୋନିବେଶ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା। ବୃତ୍ତିଗତ କାର୍ଯ୍ୟରେ ନୂଆ ସୁଯୋଗ। ବ୍ୟବସାୟରେ ଉନ୍ନତି।

ବୃଷ: ଅନ୍ୟ ସହିତ ଦୀର୍ଘଦିନର ତିକ୍ତତାର ପୂର୍ଣ୍ଣଛେଦ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଜୀବନସାଥୀଙ୍କୁ ଉପହାର ଦେବେ।

ମିଥୁନ: ସୁସ୍ଥ ଓ ସତେଜ ରହିବେ। ଲକ୍ଷ୍ୟ ହାସଲ ଲାଗି ନିର୍ଦ୍ଦିଷ୍ଟ ଯୋଜନା କରିବେ। ଭଲ ଲୋକଙ୍କ ସହାୟତାରେ ଧନଲାଭର ସୁଯୋଗ।

କର୍କଟ: କାର୍ଯ୍ୟାଳୟରେ ଭଲ ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଘରୋଇ କାମ ସୁରୁଖୁରୁରେ ସଂପୂର୍ଣ୍ଣ ହେବ।

ସି˚ହ: ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ। ଆପଣଙ୍କ ବ୍ୟବସାୟରେ ନୂଆ ଲୋକ ଯୋଡ଼ିହେବେ। ପ୍ରେମ ପ୍ରସଙ୍ଗରେ ଖୁସି ରହି‌େବ।

କନ୍ୟା: କୌଣସି କାର୍ଯ୍ୟ ପାଇଁ ନୂଆ ସୁଯୋଗ ସୃଷ୍ଟି। ଆର୍ଥିକ ସ୍ଥିତିରେ ସୁଧାର। ଅଫିସରେ ସହକର୍ମୀଙ୍କ ସହିତ ତାଳମେଳ ରହିବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା।

ତୁଳା: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଅନ୍ୟ ସହିତ ଆଲୋଚନା। ରାଜନୀତି କାର୍ଯ୍ୟରେ ରୁଚି। ଯାନବାହନ ଚାଳନାବେଳେ ସାବଧାନ ରହନ୍ତୁ।

ବିଛା: ଯେଉଁ କାମ ହାତକୁ ନେବେ ସଫଳ ହେବେ। ଅଫିସରେ ନିଜ ମତ ରଖିବାର ସୁଯୋଗ ମିଳିବ। ଅବିବାହିତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ଧନୁ: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ। କୃଷିକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ।

ମକର: ନକରାତ୍ମକ ଚିନ୍ତା ରହିବନାହିଁ। ପାରିବାରିକ ସଂପର୍କରେ ମଧୁରତା ବୃଦ୍ଧି। ବ୍ୟବସାୟରେ ଅଧିକ ଧନଲାଭ।

କୁମ୍ଭ: ଜରୁରୀ କାମ ଶେଷ କରିବାକୁ ଯୋଜନା କରିବେ। ଦୂର ଯାତ୍ରା। ଜମି ବିକ୍ରେତାଙ୍କୁ ପୁରୁଣା ଜମିରୁ ଅଧିକ ଲାଭ। ପ୍ରେମରେ ସଫଳତା।

ମୀନ: ପୁରୁଣା ପରିଚୟରୁ କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ। ସାମାଜିକ ମାନ-ସମ୍ମାନ ବୃଦ୍ଧି। ଦାଂପତ୍ୟ ଜୀବନ ମଧୁର। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ସମ୍ବନ୍ଧିତ ଖବର