ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସାମାଜିକ ପଦ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ସଫଳତାର ପାହଚ ଚଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ଲାଭ ପାଇବେ।

ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: କର୍ମକ୍ଷେତ୍ରରେ ସ୍ଥିତି ସୁଧାର ହେବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ସଫଳତା ଓ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବୃତ୍ତିରେ ଉନ୍ନତି ହେବ।

ରବି ଓ ସୋମବାର: କାମ ପ୍ରତି ସକ୍ରିୟ ରହିବେ। ମଙ୍ଗଳ ଓ ବୁଧବାର: ଧାର୍ମିକ ଭାବନ ଉଜ୍ଜୀବିତ ହେବ। ଗୁରୁ, ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ।

ରବି ଓ ସୋମବାର: ବ୍ୟବସାୟରେ ଭଲ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ। ଗୁରୁ, ଶୁକ୍ର ଓ ଶନିବାର: ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି।

ରବି ଓ ସୋମବାର: ଆୟର ନୂଆ ସ୍ରୋତ ଆସିପାରେ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କ ଇଚ୍ଛା ଅନୁସାରେ କାମ କରିବେ।

ରବି ଓ ସୋମବାର: ବିବାହିତଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ ମେଳମିଳାପ ବଢ଼ିବ।

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମଙ୍ଗଳ ଓ ବୁଧବାର: ସାକ୍ଷାତକାରରେ ସଫଳତା ହାସଲ କରିବେ। ଗୁରୁ, ଶୁକ୍ର ଓ ଶନିବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ।

ରବି ଓ ସୋମବାର: ଆର୍ଥିକ ରୂପେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ଘରକୁ ଅତିଥି ଆସିବେ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ଖୁସି ବଢ଼ିବ।

ରବି ଓ ସୋମବାର: ବ୍ୟବସାୟରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର: ସୁଖ ସୁବିଧା ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରମାନଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।

ରବି ଓ ସୋମବାର: ବିଶେଷ କାମ କରିବେ। ମଙ୍ଗଳ ଓ ବୁଧବାର: ବେପାରରେ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ସଫଳତା ଏବଂ ଦୂର ସ୍ଥାନକୁ ଯାତ୍ରାରେ ଯିବେ।

ରବି ଓ ସୋମବାର: ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ରହିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ସମସ୍ୟା ସମାଧାନ ହେବ।

ସମ୍ବନ୍ଧିତ ଖବର