ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ। ଶିକ୍ଷକଙ୍କୁ ସଫଳତା ମିଳିବ। ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ବୃଷ: ଆପଣଙ୍କୁ ପୂର୍ବ କାର୍ୟ୍ୟର ସୁଫଳ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଉତ୍ତମ ପରିଣାମ ମିଳିବ।

ମିଥୁନ: କାର୍ୟ୍ୟ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ମତ ଶୁଣନ୍ତୁ। ବ୍ୟାବସାୟୀମାନେ କାମରେ ବ୍ୟସ୍ତ ରହିବେ।

କର୍କଟ: ଆଜି ଆପଣ ସୁସ୍ଥ ସବଳ ଅନୁଭବ କରିବେ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ମହିଳା ମିତ୍ରଙ୍କ ସହଯୋଗ ପାଇପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସି˚ହ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ପ୍ରତିଷ୍ଠା ବଢ଼ିବ ଏବ˚ କାରବାରରେ ଉନ୍ନତି ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

କନ୍ୟା: ପୁଞ୍ଜି ନିବେଶରେ ନୂଆ ପରାମର୍ଶ ମିଳିପାରେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବିଶେଷ ଲାଭ ହୋଇପାରେ। ପ୍ରେମରେ ସଫଳତା ମିଳିବ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ସାମାଜିକ କାର୍ୟ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଚାକିରିରେ ପଦୋନ୍ନତି ହୋଇପାରେ। ବନ୍ଧୁଙ୍କ ସହିତ ସମ୍ପର୍କ ମଜଭୁତ ହେବ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ଲାଭପ୍ରଦ ହେବ।

ଧନୁ: ପୁରୁଣା ବନ୍ଧୁଙ୍କ ସହ ଆଲୋଚନା ଦ୍ବାରା କଷ୍ଟ ଦୂର ହେବ। ପରିଶ୍ରମର ଉଚିତ ଫଳ ପାଇବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ମକର: ଉଚ୍ଚ ପଦବୀ ମିଳିବାର ସମ୍ଭାବନା ରହିଛି। ଅନ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ବଜାୟ ରହିବ। ଛାତ୍ରଙ୍କର ପ୍ରଦର୍ଶନ ଭଲ ରହିବ।

କୁମ୍ଭ: କାର୍ୟ୍ୟକ୍ଷେତ୍ରରେ ବାଧା ଉପୁଜିବା ହେତୁ ବ୍ୟଥିତ ହେବେ। ପଇସା ବିନିଯୋଗରୁ ନିବୃତ୍ତ ରହନ୍ତୁ। ପରିବାର ଲୋକଙ୍କ ସହିତ ସୁଖଦ ସମୟ କାଟିବେ।

ମୀନ: ଆପଣଙ୍କର ଜରୁରୀ କାର୍ୟ୍ୟ ପୂରଣ ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।

ସମ୍ବନ୍ଧିତ ଖବର