/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଶିକ୍ଷାରେ ଛାତ୍ରଙ୍କ ମନ ଲାଗିବ। ସ୍ବାସ୍ଥ୍ୟ ଭଲ ରହିବ।
ମେଷ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଶିକ୍ଷାରେ ଛାତ୍ରଙ୍କ ମନ ଲାଗିବ। ସ୍ବାସ୍ଥ୍ୟ ଭଲ ରହିବ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ପୁରୁଣା ଚିନ୍ତା ଭୁଲି ଆଗକୁ ବଢ଼ନ୍ତୁ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। କାରବାରରେ ନୂଆ ଚୁକ୍ତି କରିବେ।
ବୃଷ: ପୁରୁଣା ଚିନ୍ତା ଭୁଲି ଆଗକୁ ବଢ଼ନ୍ତୁ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। କାରବାରରେ ନୂଆ ଚୁକ୍ତି କରିବେ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣଙ୍କ ଧୢାନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପୁରୁଣା ବନ୍ଧୁଙ୍କ ସହିତ ଆଲୋଚନା ଲାଭପ୍ରଦ ହୋଇପାରେ। ଛାତ୍ରମାନେ ପାଠପଢ଼ା ନେଇ ଗମ୍ଭୀର ହେବେ।
ମିଥୁନ: ଆପଣଙ୍କ ଧୢାନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପୁରୁଣା ବନ୍ଧୁଙ୍କ ସହିତ ଆଲୋଚନା ଲାଭପ୍ରଦ ହୋଇପାରେ। ଛାତ୍ରମାନେ ପାଠପଢ଼ା ନେଇ ଗମ୍ଭୀର ହେବେ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ବ୍ୟବସାୟ ଲାଭଦାୟକ ରହିବ। ଗବେଷଣାରେ ନୂଆ ସଫଳତା ମିଳିବ। ଜୀବନସାଥୀଙ୍କ ପାଖରୁ ଉପହାର ପାଇବେ।
କର୍କଟ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ବ୍ୟବସାୟ ଲାଭଦାୟକ ରହିବ। ଗବେଷଣାରେ ନୂଆ ସଫଳତା ମିଳିବ। ଜୀବନସାଥୀଙ୍କ ପାଖରୁ ଉପହାର ପାଇବେ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। ସାର୍ବଜନିକ ଜୀବନରେ ପ୍ରତିଷ୍ଠା ପାଇବେ।
ସି˚ହ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। ସାର୍ବଜନିକ ଜୀବନରେ ପ୍ରତିଷ୍ଠା ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଛୋଟ କଥାରେ କ୍ରୋଧ କରିବା ହେତୁ ଲୋକେ ଆପଣଙ୍କୁ ବିରୋଧ କରିପାରନ୍ତି। ନୂଆ ଯୋଜନା ପ୍ରସ୍ତୁତ କରିବେ।
କନ୍ୟା: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଛୋଟ କଥାରେ କ୍ରୋଧ କରିବା ହେତୁ ଲୋକେ ଆପଣଙ୍କୁ ବିରୋଧ କରିପାରନ୍ତି। ନୂଆ ଯୋଜନା ପ୍ରସ୍ତୁତ କରିବେ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ଭଲ ରହିବ। କାମ କରିବା ଲାଗି ନୂଆ ଉପାୟ ବାହାର କରିପାରନ୍ତି। ସୁଖାଦ୍ୟ ଭୋଜନ କରିବେ।
ତୁଳା: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ଭଲ ରହିବ। କାମ କରିବା ଲାଗି ନୂଆ ଉପାୟ ବାହାର କରିପାରନ୍ତି। ସୁଖାଦ୍ୟ ଭୋଜନ କରିବେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଆର୍ଥିକ ଲାଭ ହେବ। ଆପଣଙ୍କର ଦାୟିତ୍ବ ବୃଦ୍ଧି ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
ବିଛା: ଆର୍ଥିକ ଲାଭ ହେବ। ଆପଣଙ୍କର ଦାୟିତ୍ବ ବୃଦ୍ଧି ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ପରିବାର ଲୋକଙ୍କ ସହ ଦିନଟିକୁ ଉପଭୋଗ କରିବେ। କୌଣସି ବ୍ୟକ୍ତିଙ୍କ ସହିତ ଆଲୋଚନା ଦ୍ବାରା କଷ୍ଟ ଦୂର ହେବ। ଅର୍ଥ ଉପାର୍ଜନର ନୂଆ ଉତ୍ସ ମିଳିପାରେ।
ଧନୁ: ପରିବାର ଲୋକଙ୍କ ସହ ଦିନଟିକୁ ଉପଭୋଗ କରିବେ। କୌଣସି ବ୍ୟକ୍ତିଙ୍କ ସହିତ ଆଲୋଚନା ଦ୍ବାରା କଷ୍ଟ ଦୂର ହେବ। ଅର୍ଥ ଉପାର୍ଜନର ନୂଆ ଉତ୍ସ ମିଳିପାରେ।
/sambad/media/post_attachments/wp-content/uploads/2017/11/makar.jpg) ମକର: କାର୍ୟ୍ୟରେ ନିୟୋଜିତ ରହିବେ। କିଛି ଲୋକଙ୍କୁ ଆପଣ ସାହାଯ୍ୟ କରିବେ। ଛୋଟ ପିଲାଙ୍କ ପଢ଼ାରେ ରୁଚି ବଢ଼ିବ।
ମକର: କାର୍ୟ୍ୟରେ ନିୟୋଜିତ ରହିବେ। କିଛି ଲୋକଙ୍କୁ ଆପଣ ସାହାଯ୍ୟ କରିବେ। ଛୋଟ ପିଲାଙ୍କ ପଢ଼ାରେ ରୁଚି ବଢ଼ିବ।
/sambad/media/post_attachments/wp-content/uploads/2017/11/kumbha.jpg) କୁମ୍ଭ: ନିଜ କାର୍ୟ୍ୟରେ ସନ୍ତୁଷ୍ଟ ରହିବେ। ବରିଷ୍ଠ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ଆପଣଙ୍କର ଉନ୍ନତି ଯୋଗୁ ପରିବାରରେ ଖୁସିର ବାତାବରଣ ରହିବ।
କୁମ୍ଭ: ନିଜ କାର୍ୟ୍ୟରେ ସନ୍ତୁଷ୍ଟ ରହିବେ। ବରିଷ୍ଠ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ଆପଣଙ୍କର ଉନ୍ନତି ଯୋଗୁ ପରିବାରରେ ଖୁସିର ବାତାବରଣ ରହିବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅଫିସରେ ସମସ୍ତଙ୍କ ସହ ଉତ୍ତମ ତାଳମେଳ ରହିବ। ଅଚାନକ ଧନପ୍ରାପ୍ତି ହେବ।
ମୀନ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅଫିସରେ ସମସ୍ତଙ୍କ ସହ ଉତ୍ତମ ତାଳମେଳ ରହିବ। ଅଚାନକ ଧନପ୍ରାପ୍ତି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/gata-kali-rasi.jpg)
