ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟକୁ ନେଇ ଚିନ୍ତା ବଢ଼ିବ। ଚାକିରିଆଙ୍କ କାମ ସମ୍ପୂର୍ଣ୍ଣ ହେବାକୁ ଅଧିକ ସମୟ ଲାଗିପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ବୃଷ: ବ୍ୟବସାୟରେ ବଡ଼ ଚୁକ୍ତି କରି ପାରନ୍ତି। ଶିକ୍ଷା ସମ୍ବନ୍ଧୀୟ ଅସୁବିଧା ଆଂଶିକ ସମାଧାନ ହେବ। ଆଜି ଆପଣ ସୁସ୍ଥ ସବଳ ରହିବେ।

ମିଥୁନ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

କର୍କଟ: ସପରିବାର ଧର୍ମକାମରେ ନିୟୋଜିତ ରହିବେ। ଆପଣଙ୍କୁ ଉନ୍ନତିର ସୁଯୋଗ ମିଳିବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିପାରେ।

ସି˚ହ: ନିଜର ଇଚ୍ଛାକୁ ଆୟତ୍ତରେ ରଖନ୍ତୁ। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

କନ୍ୟା: ବ୍ୟବସାୟୀ ସଚେତନତା ଅବଲମ୍ବନ କରନ୍ତୁ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ଚାକିରିଜୀବୀଙ୍କୁ ନୂଆ ଦାୟିତ୍ବ ମିଳିପାରେ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

ବିଛା: ମାନସିକ ଶାନ୍ତି ପାଇବା ଲାଗି ଆଧୢାତ୍ମିକତା ବୃଦ୍ଧି କରନ୍ତୁ। ବ୍ୟବସାୟ ସ˚ପର୍କିତ ଭଲ ଖବର ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ଧନୁ: ମନରେ ନୂଆ ବିଚାର ଆସିବ। ଧାର ଦେଇଥିବା ଅର୍ଥ ପାଇବେ। ପାରିବାରିକ ଦାୟିତ୍ବ ଭଲ ଭାବେ ନିର୍ବାହ କରିବେ।

ମକର: ଅନ୍ୟମାନଙ୍କୁ ନିଜର ମନ କଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ରୋଜଗାର ପାଇଁ ନୂଆ ଉତ୍ସର ସନ୍ଧାନ ମିଳିପାରେ।

କୁମ୍ଭ: ଧାର୍ମିକ ତଥା ଆଧୢାତ୍ମିକ କାର୍ୟ୍ୟରେ ସମୟ ବିତିବ। କୌଣସି ବରିଷ୍ଠଙ୍କୁ ସାହାଯ୍ୟ କରନ୍ତୁ, ଲାଭ ହେବ। କାର୍ୟ୍ୟ ନେଇ ବିବାଦର ସମାଧାନ ହେବ।

ମୀନ: ଆପଣଙ୍କୁ ଆଶାନୁରୂପ ସାହାଯ୍ୟ ମିଳିବ। ରାଜନୀତିରେ କିଛି ଆଶା ପୂରଣ ହେବ। ପାରିବାରିକ ସମ୍ବନ୍ଧରେ ନିବିଡ଼ତା ବଢ଼ିବ।

ସମ୍ବନ୍ଧିତ ଖବର