ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କ ସହାୟତା କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ବୃଷ: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ପରିବାରର ସମସ୍ତେ ଆପଣଙ୍କ ପ୍ରତି ଖୁସି ରହିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମିଥୁନ: ଭାଗ୍ୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପରିବାରରେ ଅଶାନ୍ତି ବଢ଼ିପାରେ। ବାହାରକୁ ଗଲେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ଲକ୍ଷ୍ୟ ହାସଲ ଲାଗି ଯୋଜନା କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଛାତ୍ରଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ।

ସି˚ହ: ଦୃଢ଼ ମନୋବଳ ଦ୍ବାରା କାମ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ଯୋଗାଯୋଗ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କନ୍ୟା: ନିଜର ଶକ୍ତିକୁ ଠିକ୍ ରୂପେ ବ୍ୟବହାର କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ କାହାରି ସହଯୋଗ ପାଇବେ।

ତୁଳା: ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେବା କଠିନ ହୋଇପାରେ। ଉଚ୍ଚ ଅଧିକାରୀଙ୍କ ଠାରୁ ଦୁର୍ବ୍ୟବହାର ମିଳିପାରେ। ରଚନାତ୍ମକ କାମରେ ଲାଭ ମିଳିବ।

ବିଛା: ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଘରୋଇ ବାତାବରଣ ଅନୁକୂଳ ରହିବ। ଆମଦାନି ପାଇଁ ସୁଯୋଗ ଆସିବ।

ଧନୁ: ଆତ୍ମବିଶ୍ବାସ ଅତୁଟ ରହିବ। ଆପଣ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବେ। କୌଣସି ସୁଖଦ ଖବର ପାଇବେ।

ମକର: ବନ୍ଧୁଙ୍କ ପାଇଁ ଜରୁରୀ ଭୂମିକା ନିର୍ବାହ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଚାକିରିରେ କାମ ପାଇଁ ପ୍ରଶ˚ସା ମିଳିବ।

କୁମ୍ଭ: ମନରେ ଉତ୍ସାହ ବଜାୟ ରହିବ। କିଛି ମାମଲାରେ ବରିଷ୍ଠଙ୍କ ପରାମର୍ଶ କାମରେ ଆସିପାରେ। ପାରିବାରରେ ସୁଖ ସୁବିଧା ବୃଦ୍ଧି ହେବ।

ମୀନ: ଭାଗ୍ୟର ସହଯୋଗ ପାଇବେ। ବ୍ୟବସାୟ ସ˚ପର୍କିତ ଭଲ ଖବର ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର