publive-imageମେଷ: ଆପଣଙ୍କର ଭଲ ବ୍ୟବହାର ଦ୍ବାରା ଲୋକେ ପ୍ରଭାବିତ ହେବେ। କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ଅନ୍ବେଷଣ କରିବେ। ସୁସମ୍ବାଦ ପାଇବେ।

Advertisment

publive-imageବୃଷ: ପରିବାରର ସ୍ନେହ ଓ ସହଯୋଗ ମିଳିବ। ବ୍ୟାବସାୟିକ କାମରେ ବ୍ୟସ୍ତ ରହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-imageମିଥୁନ: କଥା କହିବା ବେଳେ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

publive-imageକର୍କଟ: ଆପଣଙ୍କ କାର୍ଯ୍ୟଶୈଳୀ ଦ୍ବାରା କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କାରବାରରେ ପୁଞ୍ଜି ଲଗାଇବାକୁ ଚିନ୍ତା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

publive-imageସି˚ହ: ପ୍ରଭୁଙ୍କ ସ୍ମରଣରେ ମନରେ ଶକ୍ତି ସ˚ଚାର ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଜୀବନସାଥୀଙ୍କୁ ସାହାଯ୍ୟ କରିବେ।

publive-imageକନ୍ୟା: ମନର ଇଚ୍ଛା ପୂରଣ ହେବ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

publive-imageତୁଳା: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଛାତ୍ରଙ୍କର ଆତ୍ମବିଶ୍ବାସ କାମରେ ଆସିବ।

publive-imageବିଛା: ନିଜ କାର୍ଯ୍ୟରେ ମଗ୍ନ ରହିବେ। ଶୁଭ ସମାଚାର ପାଇପାରନ୍ତି। ଆୟର ନୂଆ ମାଧ୍ୟମ ମିଳିପାରେ।

publive-imageଧନୁ: ଗୁରୁଙ୍କର ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ଧନ ମାମଲାରେ ସ୍ଥିତି ଠିକ୍ ରହିବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

publive-imageମକର: ଆପଣଙ୍କୁ କାର୍ଯ୍ୟରେ ନୂଆ ଦାୟିତ୍ବ ମିଳିବ। ଅଚାନକ ଧନଲାଭ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

publive-imageକୁମ୍ଭ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭ ପାଇବେ। ପିଲାଙ୍କର ମହତ୍ତ୍ବପୂର୍ଣ୍ଣ କାମରେ ଆପଣଙ୍କର ପଇସା ଖର୍ଚ୍ଚ ହେବ।

publive-imageମୀନ: ଅନ୍ୟ ଲୋକଙ୍କର ବିଶେଷ ସହାୟତା ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ସ୍ବାସ୍ଥ୍ୟରେ ଅବନତି ଘଟିପାରେ।