ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ବ୍ୟବସାୟରେ ସ୍ଥଗିତ କାମ ପୂରା ହେବ। ଚାକିରିରେ ବିଶେଷ ଦାୟିତ୍ବ ମିଳିବ।

ବୃଷ: ଭାବିଥିବା କାମ ଶୀଘ୍ର ପୂରା କରିନେବେ। କାରବାରରେ ଧନଲାଭ ହେବ। ଭଲ ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

 

ମିଥୁନ: ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଆପଣଙ୍କ କାର୍ୟ୍ୟ ଶୈଳୀରେ କର୍ତ୍ତୃପକ୍ଷ ଖୁସି ହେବେ। ସ୍ବାମୀଙ୍କ ସାହାଯ୍ୟ ପାଇବେ।

 

କର୍କଟ: ବାପା ମାଆଙ୍କ ସହଯୋଗରେ ପରିସ୍ଥିତି ଅନୁକୂଳ ହେବ। ବଡ଼ ବ୍ୟବସାୟର ଭାଗୀଦାର ହୋଇପାରନ୍ତି। ସହକର୍ମୀଙ୍କ ସହଯୋଗ ପାଇବେ।

 

ସି˚ହ: ଭାବିଥିବା ସବୁ କାମ ପୂରା ହେବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ବିଚାର କରିବେ। ପାରିବାରିକ ଜୀବନ ସୁଖମୟ ହେବ।

 

କନ୍ୟା: ଧାର୍ମିକ କାର୍ୟ୍ୟରେ ସମୟ ବିତିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ଆପଣଙ୍କ ମନରେ ନୂଆ ଯୋଜନା ଆସିବ।

 

ତୁଳା: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଯାହା ବି କାମ କରିବେ ସହଜରେ ପୂରା ହେବ। ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ।

 

ବିଛା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସାହିତ ରହିବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ।

 

ଧନୁ: ବ୍ୟବସାୟରେ ଭଲ ସୁଯୋଗ ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ସାମାଜିକ କାର୍ୟ୍ୟରେ ରୁଚି ବଢ଼ିପାରେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

 

ମକର: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ରହିଛି। ବ୍ୟବସାୟରେ ବାପାଙ୍କ ସହଯୋଗ ପାଇବେ। ପରିବାରରେ ଖୁସିର ବାତାବରଣ ରହିବ।

 

କୁମ୍ଭ: ଆର୍ଥିକ ମାମଲାର ସମାଧାନ ହେବ। ବ୍ୟବସାୟରେ ଉନ୍ନତି ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ପ୍ରେମ ସ˚ପର୍କ ନିବିଡ଼ ହେବ।

 

ମୀନ: ସ୍ଥଗିତ କାର୍ୟ୍ୟ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ। ସମାଜରେ ମାନ ସମ୍ମାନ ପାଇବେ।

ସମ୍ବନ୍ଧିତ ଖବର