ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ ଲୋକଙ୍କ ସହିତ ବାର୍ତ୍ତାଳାପ ଲାଭପ୍ରଦ ହେବ। ଚାକିରିଜୀବୀଙ୍କ ଲାଗ ଦିନଟି ଭଲ ରହିବ। ବେପାରରେ ଉନ୍ନତି ହେବ।

ବୃଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ରାଜନୀତି କ୍ଷେତ୍ରରେ ପ୍ରବେଶ ନେଇ ବିଚାର କରିବେ।

 

ମିଥୁନ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ରାଜନୀତିର ପରିସର ବଢ଼ାଇବେ।

 

କର୍କଟ: ନିଜର କାମକୁ ଭଲ ଭାବେ ନିର୍ବାହ କରିବେ। ଅଧିକାରୀଙ୍କ ସହିତ ଜରୁରୀ ବିଷୟ ନେଇ ଆଲୋଚନା କରିବେ। ନୂଆ ସମ୍ପର୍କ ଆରମ୍ଭ ହୋଇପାରେ।

 

ସି˚ହ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆଶ୍ବସ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହ ଅଧିକ ସମୟ ଧରି କଥା ହେବେ।

 

କନ୍ୟା: ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବେ। ନୂଆ କାମରେ ଲାଭ ହେବ। ପରିବାରର ସ୍ଥିତି ଠିକ୍ ରହିବ।

 

ତୁଳା: ବ୍ୟବସାୟରେ ଅଟକିଥିବା ଅର୍ଥ ଫେରି ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ।

 

ବିଛା: ଚାକିରିରେ ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ସାମାଜିକ କାର୍ୟ୍ୟରେ ବ୍ୟସ୍ତ ରହି ପାରନ୍ତି।

 

ଧନୁ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମାପ୍ତ କରିବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାର ସୁଯୋଗ ପାଇବେ। ସୁସମ୍ବାଦ ମିଳିବ।

 

ମକର: ଉଚ୍ଚ ଅଧିକାରୀଙ୍କୁ ପ୍ରସନ୍ନ କରିବେ। ଉନ୍ନତି ଲାଗି କୌଣସି ସାଧନ ମିଳିପାରେ। ରାଜନୀତିରେ ଲାଭ ପାଇବେ।

 

କୁମ୍ଭ: ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। ରାଜନୈତିକ ସ˚ପର୍କ ବଳରେ ସ୍ଥଗିତ କାମ ଆଗକୁ ବଢ଼ିବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ମୀନ: ସାମାଜିକ କାର୍ୟ୍ୟରେ ସହଯୋଗ କରିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହିତ ସୁଖଦ ସମୟ କାଟିବେ।

ସମ୍ବନ୍ଧିତ ଖବର