ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ନିଜର ଅମାନିଆ ସ୍ବଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ।

ବୃଷ: ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ଭରା ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

ମିଥୁନ: ଆପଣଙ୍କ ମନୋବଳ ଦୃଢ଼ ରହିବ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ପିଲାଦିନର ସାଙ୍ଗଙ୍କ ସହ ଦୀର୍ଘ ସମୟ ଧରି କଥା ହେବେ।

 

କର୍କଟ: ସମ୍ମୁଖରେ ଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷାକୁ ଆପଣ ଅତିଶୀଘ୍ର ବୁଝିନେବେ। କ୍ୟାରିୟର ଲାଗି ସୁଯୋଗ ପାଇବେ। ବନ୍ଧୁଙ୍କୁ ମନର କଥା କହିବେ।

 

ସି˚ହ: ଚାକିରି ବୃତ୍ତିରେ ପୁରୁଣା ବିବାଦ ସମାପ୍ତ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କ ବିବାହ ଲାଗି ପ୍ରସ୍ତାବ ଆସିପାରେ।

 

କନ୍ୟା: ପ୍ରିୟ ବନ୍ଧୁଙ୍କ ବ୍ୟବହାରରେ ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କୁ ଶୀଘ୍ର ସଫଳତା ମିଳିବ।

 

ତୁଳା: କାହାରିକୁ ହୃଦୟର କଥା କହିବେ। ପରିବାରରେ ଶାନ୍ତି ବଜାୟ ରହିବ। କାର୍ୟ୍ୟକ୍ଷେତ୍ରରେ କିଛି ନୂଆ କରିବାର ସୁଯୋଗ ପାଇବେ।

 

ବିଛା: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।

 

ଧନୁ: ଅଧିକାରୀଙ୍କୁ ପ୍ରସନ୍ନ କରିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବ୍ୟବସାୟରେ ଢିଲା ହୁଅନ୍ତୁ ନାହିଁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

 

ମକର: ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ହର୍ଷ ଉଲ୍ଲାସ ବଜାୟ ରହିବ। ପ୍ରିୟଜନଙ୍କ ଠାରୁ ଖୁସି ଖବର ପାଇବେ।

 

କୁମ୍ଭ: ଆପଣଙ୍କ ଲାଗି ଭଲ ଦିନଟିଏ। ଲାଗି ରହିଥିବା ବିବାଦର ସମାଧାନ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହୋଇପାରେ।

 

ମୀନ: ଦେବୀମାତାଙ୍କ ଧୢାନରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଅଫିସ କାମ ଶୀଘ୍ର ପୂରା ହୋଇଯିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସମ୍ବନ୍ଧିତ ଖବର