ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ପରାକ୍ରମ ବଢ଼ିବ। ସବୁ ଦିଗରୁ ସଫଳତା ପାଇବେ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ।

ବୃଷ: ଆପଣ ସୂର୍ୟ୍ୟ ଭଳି ଚମକିବେ। ବିଶେଷ କାମ ନେଇ ମନରେ ନୂଆ ବିଚାର ଆସିବ। ଅଧିକାଂଶ କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହେବ।

 

ମିଥୁନ: ଧର୍ମ କାର୍ୟ୍ୟରେ ସମୟ ବିତିବ। ବେପାର ବୃତ୍ତିରେ ଲାଭ ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ।

 

କର୍କଟ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଲାଭ ହେବ। ପାଖ ସହରକୁ ଯିବା ପାଇଁ ଯୋଜନା କରିବେ।

 

ସି˚ହ: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରରେ ଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ସମୟ କାଟିବେ।

 

କନ୍ୟା: ଆର୍ଥିକ ପ୍ରଗତି ହେବ। ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ସୁଦୃଢ଼ ହେବ।

 

ତୁଳା: ଆପଣଙ୍କୁ ବିଶେଷ କାମ ମିଳିପାରେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ସମ୍ବନ୍ଧ ସୁଖରେ ଭରପୂର ରହିବ।

 

ବିଛା: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କ ଉପରେ ଲୋକଙ୍କର ବିଶ୍ବାସ ବଜାୟ ରହିବ। ସରକାରୀ କାମରେ ଲାଭ ମିଳିପାରେ।

 

ଧନୁ: ଅଫିସ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। କାମ ଆରମ୍ଭ ପୂର୍ବରୁ ମାତାପିତାଙ୍କ ଆଶୀର୍ବାଦ ନିଅନ୍ତୁ।

 

ମକର: ମାତାପିତାଙ୍କ ପରାମର୍ଶ କ୍ୟାରିୟର ପାଇଁ ଭଲ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଅଫିସ କାମରେ ବୋଝ ଅଧିକ ହୋଇପାରେ।

 

କୁମ୍ଭ: ସକାରାତ୍ମକ ଶକ୍ତି ଅନୁଭବ କରିବେ। ଅଫିସରେ ନିଜ କାମକୁ ଠିକ୍ ଦିଶା ଦେବେ। ସମାଜରେ ଆପଣଙ୍କୁ ସମ୍ମାନ ମିଳିବ।

 

ମୀନ: ମନ ମୁତାବକ ସବୁ କାମ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବନ୍ଧୁଙ୍କ ସହ ବିଶେଷ କଥା ନେଇ ଆଲୋଚନା କରିପାରନ୍ତି।

ସମ୍ବନ୍ଧିତ ଖବର