ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ବିଚାର ଶକ୍ତି ପ୍ରଖର ରହିବ। ସମ୍ମୁଖରେ ଥିବା ବ୍ୟକ୍ତି ବିଶେଷଙ୍କର ଶାରୀରିକ ଭାଷାକୁ ଅତିଶୀଘ୍ର ବୁଝିନେବେ। ଧନଲାଭ ହେବ।

ବୃଷ: ଆପଣଙ୍କୁ ଉଚିତ ସମୟର ଜ୍ଞାନର ଉପଯୋଗ କରିବାକୁ ହେବ। ତେବେ ଯାଇ ଆଶା ପୂରଣ ହେବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ।

 

ମିଥୁନ: ଆତ୍ମବିଶ୍ବାସରେ ଭରି ରହିବେ। ଦୀର୍ଘ ଦିନର ମନୋକାମନା ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ।

 

କର୍କଟ: ଆତ୍ମବିଶ୍ବାସ ଅତୁଟ ରହିବ। ବ୍ୟବସାୟରେ ଚୁକ୍ତି କରିବେ। ପରିବାରର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ।

 

ସି˚ହ: କୌଣସି କାମ କରିବାକୁ ଯାଉଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଅର୍ଥ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଘରକୁ ବନ୍ଧୁ ଆସିପାରନ୍ତି।

 

କନ୍ୟା: ଅଫିସରେ ପୁରୁଣା ଅଭିଜ୍ଞତାରୁ ଆପଣଙ୍କୁ ଲାଭ ମିଳିବ। ଜୀବିକାରେ ଆଗକୁ ବଢ଼ିବାର ନୂଆ ସୁଯୋଗ ଆସିବ। ପତି ପତ୍ନୀଙ୍କ ମଧୢରେ ପ୍ରେମ ବଢ଼ିବ।

 

ତୁଳା: ଆପଣଙ୍କ ମନ ଉତ୍ସାହିତ ରହିବ। କିଛି ନୂଆ କରି ଦେଖାଇବେ। ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ।

 

ବିଛା: ଜୀବନର କୌଣସି କ୍ଷେତ୍ରରେ ଉନ୍ନତି ହେବ। ପିଲା ଦିନର ବନ୍ଧୁଙ୍କ ସହିତ ଭେଟ ହେବ। ସ୍ବାସ୍ଥ୍ୟ ଭଲ ରହିବ।

 

ଧନୁ: ଦେବୀମାତାଙ୍କ ଧୢାନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ସଜାଇବାରେ ସମୟ ଦେବେ। ବେପାର ବୃତ୍ତିରେ ସଫଳତା ମିଳିବ।

 

ମକର: ବ୍ୟବସାୟରେ ସବୁ କିଛି ଭଲ ହେବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ।

 

କୁମ୍ଭ: ସବୁ କ୍ଷେତ୍ରରେ ବିଜୟ ହାସଲ କରିବେ। ଆପଣଙ୍କୁ ବଡ଼ ଗାୟକଙ୍କର ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

 

ମୀନ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚ ରହିବ। କିଛି ନୂଆ ଶିଖିବାର ସୁଯୋଗ ମିଳିବ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର