ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଆଗକୁ ବଢ଼ି ଚାଲନ୍ତୁ, ଭାଗ୍ୟ ଆପଣଙ୍କୁ ପୂରା ସାଥ୍‌ ଦେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

ବୃଷ: ନେତା ଓ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ େହବ। ବଡ଼ ସମସ୍ୟାର ସମାଧାନ କରିବାର ଦାୟିତ୍ବ ପାଇବେ। ବେପାରରେ ଲାଭ ହେବ।

ମିଥୁନ: ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ।

କର୍କଟ: ସମାଜରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

ସି˚ହ: ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। କାରବାର ସ˚ପର୍କିତ ଯାତ୍ରା ଯୋଗ ରହିଛି। ବଜେଟକୁ ଧୢାନରେ ରଖି ଖର୍ଚ୍ଚ କରନ୍ତୁ।

କନ୍ୟା: ପୂଜାର୍ଚ୍ଚନାରେ ମନକୁ ଶାନ୍ତି ମିଳିବ। ବୟୋଜ୍ୟେଷ୍ଠଙ୍କ ଭଲ ପରାମର୍ଶ ପାଇପାରନ୍ତି। ଅନ୍ୟମାନଙ୍କୁ ମନର କଥା କହିବେ।

ତୁଳା: ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ଼ ଆଣିବ। ଚାକିରିରେ ପଦୋନ୍ନତି ମିଳିପାରେ।

ବିଛା: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। କାମ ପାଇଁ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ବୈବାହିକ ଜୀବନରେ ପରିସ୍ଥିତି ଭଲ ରହିବ।

ଧନୁ: ଅର୍ଥ ମାମଲାରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅଫିସରେ କାହାରି ସହିତ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ।

ମକର: ଜୀବନରେ ପରିବର୍ତ୍ତନର ସମ୍ଭାବନା ଅଛି। ନୂଆ ଲୋକଙ୍କ ସହିତ ପରିଚୟ ହେବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

କୁମ୍ଭ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଚାକିରିରେ ବିଶେଷ ସଫଳତା ହାସଲ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ସମୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ଉପାର୍ଜନ ପାଇଁ ସୁଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ପରିବାରରେ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର