ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ଶୁଭ ସମାଚାର ପାଇବେ। ଉପାର୍ଜନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବେ।

ବୃଷ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ, ସହଜରେ ବିଚାର ହେବ। ବୈବାହିକ ଜୀବନ ଭଲ ରହିବ।

ମିଥୁନ: ଆପଣଙ୍କର ନିର୍ଭୀକତା ଅନ୍ୟମାନଙ୍କୁ ଆକର୍ଷିତ କରିବ। ସ˚ପତ୍ତି ବିବାଦ ସମାପ୍ତ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ।

କର୍କଟ: ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିବେ। ବେପାରରେ ଆଶାଜନକ ଫଳ ପାଇବେ। ପ୍ରେମ ସ˚ପର୍କ ନିବିଡ଼ ହେବ।

ସି˚ହ: ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ସମ୍ପାଦନା କରିବେ। ପର୍ୟ୍ୟାପ୍ତ ଲାଭ ସହିତ ଯଶ ବୃଦ୍ଧି ହେବ। ଘରକୁ କୁଣିଆ ଆସି ପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚ ରହିବ। ଅନ୍ୟ ଲୋକମାନେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ସାମାନ୍ୟ ପରିଶ୍ରମରେ ଅଧିକ ଲାଭ ପାଇବେ।

ତୁଳା: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଚାକିରିରେ ଉନ୍ନତି ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ ଯାଇପାରନ୍ତି।

ବିଛା: ଲୋକଙ୍କ ଠାରୁ ଭରପୂର ସମର୍ଥନ ପାଇବେ। ଅର୍ଥ ସ˚ପର୍କିତ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହଯୋଗରେ ଘରର ବାତାବରରଣ ଭଲ ହେବ।

ଧନୁ: ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ଜରୁରୀ କାମରେ ଆପଣଙ୍କୁ ଲାଭ ମିଳିବ। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।

ମକର: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅନ୍ୟର ମନୋଭାବକୁ ଅତିଶୀଘ୍ର ବୁଝିନେବେ। କାର୍ୟ୍ୟ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ।

କୁମ୍ଭ: ବେପାର ବୃତ୍ତିରେ ଏକ ମନଲାଖି ପରିବର୍ତ୍ତନ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ପ୍ରିୟତମଙ୍କ ସହିତ ଗପସପରେ ସମୟ ବିତିବ।

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ଭାବନା ଜନ୍ମ ନେବ। ଜୀବନସାଥୀଙ୍କ ସହଯୋଗ ପାଇବେ।

ସମ୍ବନ୍ଧିତ ଖବର