ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ଶୁଭଫଳ ମିଳିବ। ବ୍ୟବସାୟରେ ଆପଣ ବଡ଼ ଚୁକ୍ତିର ଅ˚ଶୀଦାର ହୋଇପାରନ୍ତି।

ବୃଷ: ନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ଚାକିରିରେ ସଫଳତା ପାଇବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ।

ମିଥୁନ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବ।

କର୍କଟ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। କାରବାରରେ ବିସ୍ତାର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ସି˚ହ: ସକାରାତ୍ମକ ଭାବନାରେ ରହନ୍ତୁ। ସ୍ଥଗିତ କାର୍ୟ୍ୟରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ଲାଗି ଭଲ ସୁଯୋଗ ମିଳିବ।

କନ୍ୟା: ଦିନଟି ଆତ୍ମବିଶ୍ବାସ ଭରା ରହିବ। ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ପୁଞ୍ଜିନିବେଶ ବିଷୟରେ ଭଲ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ତୁଳା: କ୍ୟାରିୟରରେ ସମ୍ବେଦନଶୀଳ ନିଷ୍ପତ୍ତି ନେବାକୁ ପଡ଼ିପାରେ। କାହାରିକୁ ଧାର ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ଦିଅନ୍ତୁ।

ବିଛା: ନିଜକୁ ସୁସ୍ଥ ଅନୁଭବ କରିବେ। ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ଚେଷ୍ଟା କରିବେ। ବେପାର ବୃତ୍ତିରେ ଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ଧନୁ: ଆୟ ବୃଦ୍ଧି ପାଇଁ ଉଚିତ ସୁଯୋଗ ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ।

ମକର: ଆପଣଙ୍କ ତର୍କ ଶକ୍ତିକୁ ଲୋକେ ପସନ୍ଦ କରିବେ। ଅଫିସରେ କୌଣସି ବଡ଼ ଚୁକ୍ତି ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ।

କୁମ୍ଭ: ଧୈର୍ୟ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।

ମୀନ: ନୂଆ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟତମଙ୍କ ସହିତ ମିଶିବା ପାଇଁ ଭଲ ସମୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.