ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ।

 

 

ବୃଷ: ମନରେ ନୂଆ ନୂଆ ବିଚାର ଆସିବ। ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ।

 

 

ମିଥୁନ: ପ୍ରଭୁଙ୍କ ସ୍ମରଣରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରୁ ଧନଲାଭ ହେବ। ଅଫିସ କାମରେ ଆପଣଙ୍କର ପ୍ରଶ˚ସା ହେବ।

 

 

କର୍କଟ: ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ବିଲ୍‌ଡରଙ୍କୁ ନୂଆ ଡିଲ୍‌ରେ ଲାଭ ହେବ। ଘରକୁ ଅତିଥି ଆସିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍‌ ରହିବ।

 

 

ସି˚ହ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ନିଜର କାମ ଭଲ ଭାବରେ ନିର୍ବାହ କରିବେ।

 

କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟପଣିଆ ଯୋଗୁଁ ଆଗକୁ ବଢ଼ିବା ସହଜ ହେବ। ଆୟର ନୂଆ ଉତ୍ସ ମିଳିବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇ‌େବ।

 

 

ତୁଳା: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁଙ୍କ ଆସିବାଯିବା ଲାଗି ରହିବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ହୋଇପାରେ।

 

 

ବିଛା: ସଠିକ୍‌ ନିଷ୍ପତ୍ତି ଆପଣଙ୍କ ଜୀବନକୁ ସରସ ସୁନ୍ଦର କରିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

 

ଧନୁ: ଯେଉଁ କାମ ହାତକୁ ନେବେ ପୂରା ମନଯୋଗ ସହକାରେ କରିବେ। ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କ କଥା ମାନି ନିଅନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ।

 

 

ମକର: ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ନିକଟ ସ˚ପର୍କୀୟଙ୍କ ଦ୍ବାରା ଲାଭ ହେବ। ପାରିବାରିକ କଷ୍ଟ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

 

କୁମ୍ଭ: ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଆପଣଙ୍କ ମନ ବହି ପଢ଼ିବାକୁ କହିବ।

 

ମୀନ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ବଢ଼ିପାରେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦଦାୟକ ରହିବ।

ସମ୍ବନ୍ଧିତ ଖବର