ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଅଟକିଥିବା ଟଙ୍କାପଇସା ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ।

 

 

ବୃଷ: ଧର୍ମ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ବ୍ୟବସାୟରେ ଲାଭ ପାଇବା ଲାଗି ନୂଆ ଚୁକ୍ତିପତ୍ର ହେବ। ପରିବାରରେ ସୁଖ ଶାନ୍ତି ଫେରିଆସିବ।

 

 

ମିଥୁନ: ସାମାଜିକ କ୍ଷେତ୍ରରେ ଭଲ ପ୍ରତିକ୍ରିୟା ପାଇବେ। କୌଣସି ବଡ଼ ଚୁକ୍ତି ହୋଇପାରେ। ପରିବାରରେ ଶୁଭ କାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ।

 

 

କର୍କଟ: ଆପଣଙ୍କର ମାନସିକ ସ୍ଥିତି ସ୍ଥିର ରହିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ପାଇବେ। ଚାକିରିଜୀବୀଙ୍କୁ ନୂଆ କାମ ମିଳିପାରେ।

 

 

ସି˚ହ: ବନ୍ଧୁଙ୍କ ସହଯୋଗରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ଭାବନାକୁ ସମ୍ମାନ କରିବେ।

 

କନ୍ୟା: ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ।

 

 

ତୁଳା: ମଉଜ ମଜଲିସ୍ ଲାଗି ଉତ୍ତମ ସୁଯୋଗ ପାଇବେ। ଜୀବନସାଥୀ ସ˚ପୂର୍ଣ୍ଣ ରୂପେ ସହଯୋଗ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରସିଦ୍ଧି ମିଳିବ।

 

 

ବିଛା: କାହାରିକୁ ତୁରନ୍ତ ଭରସା କରନ୍ତୁ ନାହିଁ। କୌଣସି କାମ ସ˚ପୂର୍ଣ୍ଣ କରିବା ଲାଗି ବେଶି ସମୟ ଲାଗିପାରେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

 

ଧନୁ: ଆପଣଙ୍କୁ ଉନ୍ନତିର ନୂଆ ସାଧନ ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

 

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଭାବର ଆଦାନ ପ୍ରଦାନ କରିବାର ସଫଳ ରହିବେ। ବ୍ୟବସାୟରେ ଲାଭ ହେବ। ବିବାହିତ ଲୋକଙ୍କୁ ଶୁଭ ସମାଚାର ମିଳିବ।

 

କୁମ୍ଭ: ମନ୍ଦିର କାର୍ଯ୍ୟରେ ସହଯୋଗ କରନ୍ତୁ। କୌଣସି ଖାସ୍‌ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ।

 

ମୀନ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। କଳ୍ପନା ଶକ୍ତି ଆପଣଙ୍କର ଆଶା ପୂରଣ କରାଇବାରେ ସାହାଯ୍ୟ କରିବ। ବେପାରରେ ଲାଭର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର