ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଚାକିରିଜୀବୀମାନେ ନୂଆ ଯୋଜନା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ବୃଷ: ପରିଶ୍ରମର ଭଲ ପରିଣାମ ମିଳିପାରେ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁଙ୍କ ସହ ଆଲୋଚନା କରିବେ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ।

ମିଥୁନ: କାର୍ଯ୍ୟ ଭାର ହ୍ରାସ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶିକ୍ଷକଙ୍କ ଠାରୁ ଲେଖାପଢ଼ାରେ ସ˚ପୂର୍ଣ୍ଣ ସହଯୋଗ ପାଇବେ।

କର୍କଟ: ସାମାଜିକ କାର୍ଯ୍ୟରେ ଅ˚ଶ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଅବିବାହିତଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ।

ସି˚ହ: ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ମିଳିବ। ଛାତ୍ରଛାତ୍ରୀମାନେ ଅନ୍ୟମନସ୍କ ରହିବେ।

କନ୍ୟା: ଆତ୍ମବିଶ୍ବାସର ସ୍ତର ବଢ଼ିବ। ପରିଶ୍ରମର ସୁଫଳ ପାଇବେ। ଘରେ ପ୍ରସନ୍ନତା ବଜାୟ ରହିବ।

ତୁଳା: ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ଉପରିସ୍ଥ କର୍ମଚାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ସ୍ବାଦିଷ୍ଠ ଖାଦ୍ୟ ଆହାର କରିବେ।

ବିଛା: ବଡ଼ ଯୋଜନା ନେଇ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ବ୍ୟବସାୟରେ ଟଙ୍କା ବିନିଯୋଗ ପାଇଁ ଭାବି ପାରନ୍ତି। ପ୍ରେମରେ ସଫଳତା ମିଳିବ।

ଧନୁ: ଆପଣଙ୍କ ସେବା ଦ୍ବାରା ଅସହାୟ ଲୋକମାନେ ଉପକୃତ ହେବେ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ସ୍ବାସ୍ଥ୍ୟରେ ସୁଧାର ହେବ।

ମକର: ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ। ବନ୍ଧୁଙ୍କ ଠାରୁ ଶୁଭ ଖବର ପାଇବେ। ଦାମ୍ପତ୍ୟ ସମ୍ବନ୍ଧ ସୁଧାରିବା ଲାଗି ଭଲ ଦିନଟିଏ।

କୁମ୍ଭ: ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ଛାତ୍ରଙ୍କୁ ପାଠପଢ଼ାର ନୂଆ ସାଧନ ମିଳିବ।

ମୀନ: ପ୍ରଭୁଙ୍କ ସ୍ମରଣରେ କଷ୍ଟ ଲାଘବ ହେବ। ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହୋଇପାରେ। ବୈବାହିକ ଜୀବନରେ ମଧୁରତା ବଢ଼ିବ।

ସମ୍ବନ୍ଧିତ ଖବର