ରାଉରକେଲା: ବାଲି ବୋଝେଇ ଟ୍ରାକ୍ଟର ସହ ଧରାପଡ଼ିଥିବା ଚାଳକଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଛେଣ୍ଡ ପ୍ରଧାନପାଲିର ଅଭିଜିତ କିସାନ(୨୩)।
ଛେଣ୍ଡ ଥାନା ଅଞ୍ଚଳର ବାଲିଘାଟରୁ ଟ୍ରାକ୍ଟର(ଓଡି-୧୪ଏଡି-୯୮୦୩)ଯୋଗେ ବାଲି ଉଠାଣ ହୋଇଥିଲା। ସେଠାରୁ ବାଲି ନେଇ ଅଭିଯୁକ୍ତ ଅଭିଜିତ ଛେଣ୍ଡ ଅଞ୍ଚଳକୁ ପରିବହନ କରୁଥିଲା। ଖାଦାନଟୋଲା ଛକରେ ପୁଲିସ ପାଟ୍ରୋଲିଂ ବେଳେ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା। ଟ୍ରାନ୍ଜିଟ୍ ପରମିଟ୍ ନଥିବାରୁ ଗାଡ଼ିକୁ ଜବତ କରିବା ସହ ତାଙ୍କୁ ପୁଲିସ ଅଟକ ରଥିଥିଲା। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାଞ୍ଜୁର ହେବାରୁ ଅଭିଜିତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ବୁଧବାର ଅପରାହ୍ଣରେ ଛେଣ୍ଡ ଥାନା ଅଞ୍ଚଳର ବାଲିଘାଟରୁ ଟ୍ରାକ୍ଟର(ଓଡି-୧୪ଏଡି-୯୮୦୩)ଯୋଗେ ବାଲି ଉଠାଣ ହୋଇଥିଲା। ସେଠାରୁ ବାଲି ନେଇ ଅଭିଯୁକ୍ତ ଅଭିଜିତ ଛେଣ୍ଡ ଅଞ୍ଚଳକୁ ପରିବହନ କରୁଥିଲା। ଖାଦାନଟୋଲା ଛକରେ ପୁଲିସ ପାଟ୍ରୋଲିଂ ବେଳେ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା। ଟ୍ରାନ୍ଜିଟ୍ ପରମିଟ୍ ନଥିବାରୁ ଗାଡ଼ିକୁ ଜବତ କରିବା ସହ ତାଙ୍କୁ ପୁଲିସ ଅଟକ ରଥିଥିଲା। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାଞ୍ଜୁର ହେବାରୁ ଅଭିଜିତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/18/gdIf54EBIzoGWXnr3HUM.jpg)