ବାଙ୍ଗିରିପୋଷି: ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟସ୍ଥ (ଜାତୀୟ ରାଜପଥ ୧୮ )ରେ ଡିଭାଇଡରରେ ଧକ୍କା ଖାଇ ୧୪ ଚକିଆ ବିଲାତି ବୋଝେଇ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି।

Advertisment

ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟସ୍ଥ (ଜାତୀୟ ରାଜପଥ ୧୮ )ରେ ଡିଭାଇଡରରେ ଧକ୍କା ଖାଇ ୧୪ ଚକିଆ ବିଲାତି ବୋଝେଇ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ଏଣେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ଏଣେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।