ତିହିଡ଼ି ବ୍ଲକ କ୍ୟାସିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର/ଭଦ୍ରକ: ଆୟ ବର୍ହିଭୂତ ସମ୍ପତ୍ତି ଠିଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ର କ୍ୟାସିୟର ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୨ଟି ଟିମ୍‌ ଏକକାଳୀନ ଶ୍ରୀ ପ୍ରଧାନଙ୍କ ତିହିଡ଼ିସ୍ଥିତ ବାସଭାବନ, ଅଫିସ ସହିତ ବାଲେଶ୍ୱର ବଡ଼ବଇଁସାସ୍ଥିତ ପୈତୃକ ଘରେ, ବୈସିଙ୍ଗା ଓ ଶ୍ରୀକଣ୍ଠପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚଳାଇଛନ୍ତି।

ସମ୍ବନ୍ଧିତ ଖବର