ଅପରାହ୍ନ ୨ଟା ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳିରେ ଏହି ସବୁ ଦଳ ଆଗୁଆ

କେନ୍ଦ୍ରାପଡ଼ା ଲୋକସଭାରେ ବିଜେଡି ଆଗୁଆ।
କବିସୂର୍ଯ୍ୟନଗର ବିଧାନସଭା ଆସନରେ ବିଜେଡି ଆଗୁଆ।
ପାରଳାଖେମୁଣ୍ଡି ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ଆଗୁଆ।
ବ୍ରଜରାଜନଗର ବିଧାନସଭାରେ ବିଜେଡି ଆଗୁଆ।
ଝାରସୁଗୁଡ଼ା ବିଧାନସଭାରେ ବିଜେଡି ଆଗୁଆ।
ହିଞ୍ଜିଳି ବିଧାନସଭା ଆସନରେ ବିଜେଡି ଆଗୁଆ।
କୁଚିଣ୍ଡା ବିଧାନସଭା ଆସନରେ ବିଜେଡି ଆଗୁଆ।
ଆସ୍କା ଲୋକସଭାରେ ବିଜେଡି ଆଗୁଆ।
ରେଢ଼ାଖୋଲ ବିଧାନସଭାରେ ବିଜେଡି ଆଗୁଆ।
ଆଳି ବିଧାନସଭା ଆସନରେ ବିଜେଡି ଆଗୁଆ।
ଭଟଲି ବିଧାନସଭାରେ ବିଜେପି ଆଗୁଆ।
ପୋଲସରା ବିଧାନସଭାରେ ବିଜେଡି ଆଗୁଆ।
ଛତ୍ରପୁର ବିଧାନସଭାରେ ବିଜେଡି ଆଗୁଆ।
ମାଲକାନଗିରି ବିଧାନସଭାରେ କଂଗ୍ରେସ ଆଗୁଆ।
ଚିତ୍ରକୋଣ୍ଡା ବିଧାନସଭା ଆସନରେ କଂଗ୍ରେସ ଆଗୁଆ।
ରାଉରକେଲା ବିଧାନସଭା ଆସନରେ ବଜେଡି ଆଗୁଆ।
ମହାକାଳପଡ଼ା ବିଧାନସଭାରେ ବିଜେଡି ଆଗୁଆ।
ବ୍ରହ୍ମଗିରି ବିଧାନସଭାରେ ବିଜେଡି ଆଗୁଆ।
ପୁରୀ ଲୋକସଭାରେ ବିଜେଡି ଆଗୁଆ।
କୋରାପୁଟ ଲୋକସଭାରେ ବିଜେଡି ଆଗୁଆ।
ନବରଙ୍ଗପୁର ବିଧାନସଭାରେ ବିଜେଡି ଆଗୁଆ।
ଜୟପୁର ବିଧାନସଭାରେ ବିଜେଡି ଆଗୁଆ।
ପଟାଙ୍ଗି ବିଧାନସଭାରେ ବିଜେଡି ଆଗୁଆ।
ବାରିପଦା ବିଧାନସଭା ଆସନରେ ବିଜେପି ଆଗୁଆ।
ବରଗଡ଼ ବିଧାନସଭାରେ ବିଜେପି ଆଗୁଆ।
ବାରବାଟୀ କଟକରେ କଂଗ୍ରେସ ଆଗୁଆ।
ନିମାପଡ଼ା ବିଧାନସଭାରେ ବିଜେଡି ଆଗୁଆ।

ନିଆଳି ବିଧାନସଭାରେ ବିଜେଡି ଆଗୁଆ।
ବଡ଼ମ୍ବା ବିଧାନସଭାରେ ବିଜେଡି ଆଗୁଆ।
ବାଙ୍କୀ ବିଧାନସଭାରେ ବିଜେଡି ଆଗୁଆ।
ମାହାଙ୍ଗା ବିଧାନସଭାରେ ବିଜେଡି ଆଗୁଆ।
ଖଲିକୋଟ ବିଧାନସଭାରେ ବିଜେଡି ଆଗୁଆ।
ଆଠଗଡ଼ ବିଧାନସଭାରେ ବିଜେଡି ଆଗୁଆ।
ଭୁବନେଶ୍ୱର ଉତ୍ତରରେ ବିଜେଡି ଆଗୁଆ।
ଏକାମ୍ର ଭୁବନେଶ୍ୱରରେ ବିଜେଡି ଆଗୁଆ।
ଭୁବନେଶ୍ୱର ମଧ୍ୟରେ ବିଜେଡି ଆଗୁଆ।
ଜୟଦେବ ବିଧାନସଭା ଆସନରେ ବିଜେଡି ଆଗୁଆ।
ଯାଜପୁର ଲୋକସଭା ଆସନରେ ବିଜେଡି ଆଗୁଆ।
କୋଟପାଡ଼ ବିଧାନସଭା ଆସନରେ କଂଗ୍ରେସ ଆଗୁଆ।
କୋରାପୁଟ ଲୋକସଭା ଆସନରେ ବିଜେଡି ଆଗୁଆ।
ନବରଙ୍ଗପୁର ଲୋକସଭା ଆସନରେ କଂଗ୍ରେସ ଆଗୁଆ।

ସମ୍ବନ୍ଧିତ ଖବର