ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ବହୁ ଦିନର ସ୍ୱପ୍ନ ସାକାର ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ରବି, ସୋମ ଓ ମଙ୍ଗଳବାର: ପରିଶ୍ରମର ପୂରା ଫଳ ପାଇବେ। ବୁଧ ଓ ଗୁରୁବାର: ଲାଭର କୌଣସି ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ଆପଣଙ୍କ କାମରେ ଭଲ ପରିଣାମ ମିଳିବ।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ବୁଧ ଓ ଗୁରୁବାର: ସ୍ୱାସ୍ଥ୍ୟ ଭଲ ରହିବ। ଶୁକ୍ର ଓ ଶନିବାର: ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ବୁଧ ଓ ଗୁରୁବାର: କାମରେ ପିତାମାତାଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

ରବି, ସୋମ ଓ ମଙ୍ଗଳବାର: କାମରେ ସଫଳତା ମିଳିବ। ବୁଧ ଓ ଗୁରୁବାର: କାରବାରରେ ଧନଲାଭ ହେବ। ଶୁକ୍ର ଓ ଶନିବାର: ଚିନ୍ତା ମୁକ୍ତ ରହିବେ ଏବଂ ଲିଖନ କାର୍ଯ୍ୟରେ ରୁଚି ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: କୌଣସି କାମ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବୁଧ ଓ ଗୁରୁବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଧନପ୍ରାପ୍ତିର ଯୋଗ ରହିଛି।

ରବି, ସୋମ ଓ ମଙ୍ଗଳବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର: ଜରୁରୀ କାମରେ ଆପଣଙ୍କୁ ଲାଭ ମିଳିବ। ଶୁକ୍ର ଓ ଶନିବାର: ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ୍‌ ଦେବେ। ଶୁକ୍ର ଓ ଶନିବାର: କିଛି କାମରେ ଅଧିକ ସମୟ ବ୍ୟୟ ହୋଇପାରେ।

ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ବୁଧ ଓ ଗୁରୁବାର: ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ସୁଖଦ ସ୍ଥିତି ଗଢ଼ଣ ହେବ। ବୁଧ ଓ ଗୁରୁବାର: ଯାହା ବି କାମ କରିବେ ସଫଳତା ନିଶ୍ଚୟ ପାଇବେ। ଶୁକ୍ର ଓ ଶନିବାର: କାମକୁ ନେଇ ଯାତ୍ରା ଲାଭପ୍ରଦ ରହିବ।

ରବି, ସୋମ ଓ ମଙ୍ଗଳବାର: ମନର ଇଚ୍ଛା ପୂରା ହେବ। ବୁଧ ଓ ଗୁରୁବାର: କ୍ୟାରିୟରରେ ଉତ୍‌ଥାନ ପତନ ହେତୁ ଅଶାନ୍ତିରେ ରହିବେ। ଶୁକ୍ର ଓ ଶନିବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ଶତ୍ରୁଙ୍କୁ ପରାସ୍ତ କରିବେ। ବୁଧ ଓ ଗୁରୁବାର: ବଡ଼ଙ୍କଠାରୁ ଭରପୂର ସହଯୋଗ ପାଇବେ। ଶୁକ୍ର ଓ ଶନିବାର: କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ।

ସମ୍ବନ୍ଧିତ ଖବର