ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧର୍ମକର୍ମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କୁ କୌଣସି ପରିଯୋଜନାରେ ସଫଳତା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

ରବି ଓ ସୋମବାର: ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ରୂପେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଗୁରୁ, ଶୁକ୍ର ଓ ଶନିବାର: ଅଫିସ୍‌ରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ।

ରବି ଓ ସୋମବାର: କାରବାରରେ ଲାଭର ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ସଂକ୍ରାନ୍ତରେ ରାଜ୍ୟ ବାହାରକୁ ଯାତ୍ରା କରିବେ। ଗୁରୁ, ଶୁକ୍ର ଓ ଶନିବାର: କାମରେ ସଫଳତା ମିଳିବ।

ରବି ଓ ସୋମବାର: ଶତ୍ରୁଙ୍କୁ ପରାସ୍ତ କରିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପୁରୁଣା କଥାକୁ ନେଇ ଟିକେ ଚିନ୍ତାଗ୍ରସ୍ତ ରହିବେ।

ରବି ଓ ସୋମବାର: ପରିବାର ପକ୍ଷରୁ ଆପଣଙ୍କୁ ସଂପୂର୍ଣ୍ଣ ରୂପେ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ବିଶେଷ କାମରେ ସଫଳତା ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ରବି ଓ ସୋମବାର: କୌଣସି ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ବେପାରରେ ଅଚାନକ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ନିଜସ୍ୱ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ।

ରବି ଓ ସୋମବାର: ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଆପଣଙ୍କୁ ନୂଆ ପରିଯୋଜନା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଧନଲାଭର ନୂଆ ସୁଯୋଗ ଆସିପାରେ।

ରବି ଓ ସୋମବାର: ଆୟ ବଢ଼ିବ। ମଙ୍ଗଳ ଓ ବୁଧବାର: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ରହିବ। ଗୁରୁ, ଶୁକ୍ର ଓ ଶନିବାର: ପରିବାରରେ ଲାଗି ରହିଥିବା ଝିଞ୍ଜଟ ସମାଧାନ କରିବାରେ ସଫଳ ରହିବେ।

ରବି ଓ ସୋମବାର: ସବୁ କାମ ସହଜରେ କରିନେବେ। ମଙ୍ଗଳ ଓ ବୁଧବାର: ପ୍ରିୟ ବନ୍ଧୁଙ୍କୁ କୌଣସି ଉପହାର ଦେଇପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ସବୁ ଦିଗରୁ ଚିନ୍ତା ମୁକ୍ତ ରହିବେ।

ରବି ଓ ସୋମବାର: ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ। ମଙ୍ଗଳ ଓ ବୁଧବାର: କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଗୁରୁ, ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ମଙ୍ଗଳ ଓ ବୁଧବାର: ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ଲାଗି ଅଧିକ ସ୍ରୋତ ମିଳିବାର ସମ୍ଭାବନା।

ରବି ଓ ସୋମବାର: ନୂଆ କାମ ପାଇବେ। ମଙ୍ଗଳ ଓ ବୁଧବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର: ମନରେ କୌଣସି କଥାକୁ ଉତ୍ସାହ ବଜାୟ ରହିବ।

ସମ୍ବନ୍ଧିତ ଖବର