ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୁଧ ଓ ଗୁରୁବାର: ନିଜ କାମରେ ପୂରା ଆନନ୍ଦ ମିଳିବ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ନୂଆ କାମ ଶିଖିବାକୁ ପାଇବେ। ବୁଧ ଓ ଗୁରୁବାର: କୌଣସି ବି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଶୁକ୍ର ଓ ଶନିବାର: ଅଧୁରା କାମ ପୂରା ହେବ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ। ବୁଧ ଓ ଗୁରୁବାର: ଆମଦାନିରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ଉତ୍ତମ ରହିବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସୋମ ଓ ମଙ୍ଗଳବାର: ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ବୁଧ ଓ ଗୁରୁବାର: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ଭଲ ରହିବ।

ରବିବାର: ସ୍ଥଗିତ ଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଜୀବିକାରେ ଉତ୍‌ଥାନ ପତନ ଆସିପାରେ। ବୁଧ ଓ ଗୁରୁବାର: ସମାଜରେ ଆପଣଙ୍କର ଗରିମା ବଢ଼ିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ଭଲ ରହିବ।

ରବିବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ବୁଧ ଓ ଗୁରୁବାର: କାରବାରରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ଅଧୁରା କାମ ପୂରା ହେବ।

ରବିବାର: ବିବାହିତ ବାହାରକୁ ବୁଲିବାକୁ ଯିବେ। ସୋମ ଓ ମଙ୍ଗଳବାର: କିଛି ନା କିଛି ଇଚ୍ଛା ପୂରା ହେବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ସମାଜରେ ପ୍ରସିଦ୍ଧି ବଢ଼ିବ।

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବୁଧ ଓ ଗୁରୁବାର: ଧର୍ମକର୍ମରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ପାରିବାରିକ ସୁଖ ପାଇବେ।

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷମତାର ବୃଦ୍ଧି ହେବ।

ରବିବାର: ପରିଶ୍ରମର ଭଲ ପରିଣାମ ପାଇବେ। ସୋମ ଓ ମଙ୍ଗଳବାର: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର: ଛାତ୍ରଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ରବିବାର: ମିତ୍ର ସଂଖ୍ୟା ବୃଦ୍ଧି ହୋଇପାରେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବୁଧ ଓ ଗୁରୁବାର: ପେସାରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଶୁକ୍ର ଓ ଶନିବାର: ସାଥୀ ଆପଣଙ୍କୁ ପ୍ରଶଂସା କରିବେ।

ସମ୍ବନ୍ଧିତ ଖବର