ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶନିବାର: ବେପାରରେ ଉନ୍ନତି ହେବ।

ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସହିତ ଭେଟ ହେବ। ଗୁରୁ ଓ ଶୁକ୍ରବାର: କୌଣସି ଅଧୁରା କାମ ପୂରା ହେବ। ଶନିବାର: କାରବାରରେ ସଫଳତା ପାଇବେ।

ରବିବାର: ବାକ୍‌ ସଂଯମ ରଖନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ନୂଆ ଦାୟିତ୍ଵ ମିଳିବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ଖାସ୍‌ କାମରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: କିଛି ନୂଆ ଶିଖିବାର ଅବସର ମିଳିବ। ଗୁରୁ ଓ ଶୁକ୍ରବାର: ନୂଆ ଦାୟିତ୍ଵ ମିଳିପାରେ। ଶନିବାର: ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶନିବାର: କମ୍‌ ପରିଶ୍ରମରେ ଅଧିକ ଫଳ ପାଇବେ।

ରବିବାର: ଧନଲାଭର ସୁଯୋଗ। ସୋମ, ମଙ୍ଗଳ ଓ ବୁଧବାର: ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ। ଗୁରୁ ଓ ଶୁକ୍ରବାର: ବିଦ୍ୟାଭ୍ୟାସରେ ମନ ଲାଗିବ। ଶନିବାର: ବେପାରରେ ପ୍ରଗତି ହେବ।

ରବିବାର: ମାନସମ୍ମାନ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଦାୟିତ୍ଵକୁ ସୁରୁଖୁରରେ ନିର୍ବାହ କରିବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ବେପାରୀଙ୍କ ଲାଗି ସମୟ ଭଲ।

ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଗୁରୁ ଓ ଶୁକ୍ରବାର: ଆୟ ବଢ଼ିବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ଭଲ ରହିବ।

ରବିବାର: ଧନଲାଭର ସୁଯୋଗ। ସୋମ, ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଦାୟିତ୍ଵପୂର୍ଣ୍ଣ କାମ ମିଳିପାରେ। ଗୁରୁ ଓ ଶୁକ୍ରବାର: ବେପାରେ ଉନ୍ନତି ହେବ। ଶନିବାର: ସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ।

ରବିବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ସୋମ, ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶନିବାର: ଖୁସିରେ ସମୟ ବିତିବ।

ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବିବାର: ବେପାରରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ଇଚ୍ଛା ପୂର୍ତ୍ତି ହୋଇପାରେ। ଗୁରୁ ଓ ଶୁକ୍ରବାର: ସମାଜରେ ଭଲ ଛବି ଗଢ଼ଣ ହେବ। ଶନିବାର: ଭାଗ୍ୟ ସଂପୂର୍ଣ୍ଣ ରୂପେ ସାଥ୍‌ ଦେବ।

ସମ୍ବନ୍ଧିତ ଖବର