ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ମନ ପ୍ରସନ୍ନ ରହିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ଆୟବ୍ୟୟର ସନ୍ତୁଳନ ବଜାୟ ରହିବ। ଶନିବାର: ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।

ରବିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ମନ ମସ୍ତିଷ୍କର ବୋଝ ହାଲୁକା ହେବ। ଗୁରୁ ଓ ଶୁକ୍ରବାର ଆୟ ବୃଦ୍ଧି ହେବ। ଶନିବାର: ପ୍ରେମ ବ୍ୟାପାର ପାଇଁ ସମୟ ଭଲ।

ରବିବାର: ବେପାରରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର: ସାଥୀଙ୍କ ପ୍ରତି ପ୍ରେମ ଓ ସ୍ନେହଭାବ ରହିବ। ଗୁରୁ ଓ ଶୁକ୍ରବାର: କାମରେ ସଫଳତା ମିଳିବ। ଶନିବାର: ଧନସଂପଦ ବୃଦ୍ଧି ହେବ।

ରବିବାର: ସଫଳତାର ପାହାଚ ଚଢ଼ିବେ। ସୋମ, ମଙ୍ଗଳ ଓ ବୁଧବାର: ବେପାର ବୃତ୍ତିରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶନିବାର: ସୁଖ୍ୟାତି ବଢ଼ିବ।

ରବିବାର: ପେସାରେ ଭଲ ପ୍ରଦର୍ଶନ କରିବେ। ସୋମ, ମଙ୍ଗଳ ଓ ବୁଧବାର: ଶତ୍ରୁ ପରାସ୍ତ ହେବେ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: କାମ ପ୍ରତି ସକ୍ରିୟ ରହିବେ।

ରବିବାର: ଘରୋଇ ସୁଖସୁବିଧା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଗୁରୁ ଓ ଶୁକ୍ରବାର: ଚାକିରିରେ ଉନ୍ନତି ହେବ। ଶନିବାର: ଆର୍ଥିକ ଲାଭ ହେବ।

ରବିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ସୋମ, ମଙ୍ଗଳ ଓ ବୁଧବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ଗୁରୁ ଓ ଶୁକ୍ରବାର: ସଫଳତା ଓ ଲାଭ ପାଇବେ। ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

ରବିବାର: ଲୋକଙ୍କୁ ସାହାଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର: ଅର୍ଥ ନୂଆ ସ୍ରୋତରେ ଲଗାଇବେ। ଗୁରୁ ଓ ଶୁକ୍ରବାର: ଦିମାକ ଗରମ ରହିପାରେ। ଶନିବାର: ନାମ ଓ ଯଶ ବୃଦ୍ଧି ହେବ।

ରବିବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ବନ୍ଧୁଙ୍କୁ ମନର କଥା କହିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ମିଳିବ। ଶନିବାର: କାରବାର ବୃଦ୍ଧି ହେବ।

ରବିବାର: ମାଆଙ୍କ ସହଯୋଗ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଦାୟିତ୍ଵକୁ ସଂପୂର୍ଣ୍ଣ କରିବେ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶନିବାର: ଜନସଂପର୍କ ବଢ଼ିବ।

ରବିବାର: ଦୀର୍ଘ ଦିନର ଚିନ୍ତା ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଆୟ ବୃଦ୍ଧିର ସମ୍ଭାବନା। ଶନିବାର: ବେପାରରେ ଉନ୍ନତି ହେବ।

ରବିବାର: ଧନପ୍ରାପ୍ତି ହେବ। ସୋମ, ମଙ୍ଗଳ ଓ ବୁଧବାର: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ମନର ଆଶା ପୂରଣ ହେବ। ଶନିବାର: ଆପଣଙ୍କର ଆକର୍ଷଣ ବଢ଼ିବ।

ସମ୍ବନ୍ଧିତ ଖବର