ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନିଜର ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର: ନୂଆ କାମ ଶିଖିବାକୁ ପାଇବେ। ଶୁକ୍ର ଓ ଶନିବାର: ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ।

ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ଖୁସିଭରା ରହିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଭଲ ରହିବ। ଶୁକ୍ର ଓ ଶନିବାର: ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ।

ରବି, ସୋମ ଓ ମଙ୍ଗଳବାର: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ବୁଧ ଓ ଗୁରୁବାର: ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ଶୁକ୍ର ଓ ଶନିବାର: ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ ପ୍ରତିଷ୍ଠା ଲାଗି ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉତ୍‌ଥାନ ପତନ ଆସିପାରେ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ଵକୁ ବିକଶିତ କରିବା ଲାଗି ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: ଚାକିରିଜୀବୀଙ୍କର ଦରମା ବୃଦ୍ଧି ହୋଇପାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ବନ୍ଧୁଙ୍କ ମାଧ୍ୟମରେ ଯୋଜନା ସଫଳ ହେବ।

ରବି, ସୋମ ଓ ମଙ୍ଗଳବାର: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ବୁଧ ଓ ଗୁରୁବାର: ସନ୍ତାନଠାରୁ ସୁଖ ମିଳିବ। ଶୁକ୍ର ଓ ଶନିବାର: ଆର୍ଥିକ ରୂପେ ସବୁ କିଛି ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିପାରେ।

ରବି, ସୋମ ଓ ମଙ୍ଗଳବାର: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବୁଧ ଓ ଗୁରୁବାର: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ। ବୁଧ ଓ ଗୁରୁବାର: କାରବାରରେ ଲାଭ ହେବ। ଶୁକ୍ର ଓ ଶନିବାର କ୍ୟାରିୟର୍‌କୁ ନେଇ ଯୋଜନା କରିବେ।

ରବି, ସୋମ ଓ ମଙ୍ଗଳବାର: ପରିଶ୍ରମର ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର: ଛାତ୍ରଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବୁଧ ଓ ଗୁରୁବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁକ୍ର ଓ ଶନିବାର: ପେସାରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।

ରବି, ସୋମ ଓ ମଙ୍ଗଳବାର: କ୍ୟାରିୟର୍‌ ସମ୍ବନ୍ଧରେ ଶୁଭ ଖବର ପାଇବେ। ବୁଧ ଓ ଗୁରୁବାର: ଘରକୁ ଅତିଥି ଆସିବେ। ଶୁକ୍ର ଓ ଶନିବାର: ନିଜ କାମରେ ପୂରା ଆନନ୍ଦ ନେବେ।

ସମ୍ବନ୍ଧିତ ଖବର