ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ହେବ। ଶନିବାର: ପ୍ରିୟତମ ସହିତ ସମ୍ବନ୍ଧରେ ସୁଧାର ହେବ।

ରବି ଓ ସୋମବାର: କାରବାରରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ସମସ୍ୟାର ସମାଧାନ ବାହାରିବ। ଗୁରୁ ଓ ଶୁକ୍ରବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ସମସ୍ତଙ୍କ ସାଥିରେ ଆଗକୁ ବଢ଼ିବେ। ଗୁରୁ ଓ ଶକ୍ରବାର: ଧନଲାଭର ସୁଯୋଗ ମିଳିବ। ଶନିବାର: ନୂଆ ପ୍ରସ୍ତାବ ଓ କାମ ପାଇବେ।

ରବି ଓ ସୋମବାର: ରାଜନୀତିରେ ସଫଳତା। ମଙ୍ଗଳ ଓ ବୁଧବାର: ସାଥୀଙ୍କ ପ୍ରତି ପ୍ରେମ ଓ ସ୍ନେହଭାବ ରହିବ। ଗୁରୁ ଓ ଶୁକ୍ରବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ପାଇବେ। ଶନିବାର: ଧନଲାଭ ହେବ।

 ରବି ଓ ସୋମବାର: ସଫଳତାର ପାହାଚ ଚଢ଼ିବେ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟ କରିବେ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବି ଓ ସୋମବାର: କ୍ୟାରିୟର‌୍ରେ ଭଲ ପ୍ରଦର୍ଶନ କରିବେ। ମଙ୍ଗଳ ଓ ବୁଧବାର: ବେପାରରେ ପ୍ରଗତି। ଗୁରୁ ଓ ଶୁକ୍ରବାର: ଉପାର୍ଜନର ନୂଆ ଅବସର ମିଳିବ। ଶନିବାର: କାମ ପ୍ରତି ସକ୍ରିୟ ରହିବେ।

ରବି ଓ ସୋମବାର: ମନ ଅଶାନ୍ତ ରହିବ। ମଙ୍ଗଳ ଓ ବୁଧବାର: ଧାର୍ମିକ କାର୍ଯ୍ୟରେ ରୁଚି ନେବେ। ଗୁରୁ ଓ ଶୁକ୍ରବାର: ଚାକିରିରେ ଉନ୍ନତି ହେବ। ଶନିବାର: ସବୁ ଦିଗରୁ ସଫଳତା ପାଇବେ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ବୁଧ ଓ ଗୁରୁବାର: ଧାର୍ମିକ ଆୟୋଜନରେ ଅ˚ଶଗ୍ରହଣ କରିବେ। ଶନିବାର: ବେପାରରେ ଉନ୍ନିତ।

ରବି ଓ ସୋମବାର: ଲୋକମାନଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପୁଞ୍ଜି ନିବେଶ କରିବେ। ଗୁରୁ ଓ ଶୁକ୍ରବାର: ଦିମାକ ଗରମ ରହିପାରେ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବି ଓ ସୋମବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ। ମଙ୍ଗଳ ଓ ବୁଧବାର: ଲୋକଙ୍କର ଧୢାନ ଆକର୍ଷିତ କରିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପ୍ରଗତି। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ମାଆଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ସମାଜରେ ମାନସମ୍ମାନ ବଢ଼ିବ। ଗୁରୁ ଓ ଶୁକ୍ରବାର: କାରବାର ବୃଦ୍ଧି ହେବ। ଶନିବାର: ମିତ୍ରଠାରୁ ଭଲ ପରାମର୍ଶ ପାଇବେ।

ରବି ଓ ସୋମବାର: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ସମ୍ବନ୍ଧିତ ଖବର