ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସ୍ବାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ। ମଙ୍ଗଳ ଓ ବୁଧବାର: ପାରିବାରକ କାମ ସମାପ୍ତ କରିପାରିବେ। ଗୁରୁ ଓ ଶୁକ୍ରବାର: ବିଶେଷ କାମରେ ବାଧା ଉପୁଜିପାରେ। ଶନିବାର: ଖୁସି ଖବର ପାଇବେ।

ରବି ଓ ସୋମବାର: କିଛି ନୂଆ ଶିଖିବାର ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଅଚାନକ ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ପ୍ରସ୍ତାବ ମିଳିପାରେ। ଶନିବାର: ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।

ରବି ଓ ସୋମବାର: କାନୁନ୍‌ ପରାମର୍ଶଦାତାଙ୍କ ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ଲାଭ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: କାମରେ ମନ ଅଧିକ ଲାଗି ରହିବ। ଶନିବାର: ବ୍ୟବସାୟରେ ଲାଭ ହେବ।

ରବି ଓ ସୋମବାର: ନୂଆ କୌଶଳ ଶିଖିବେ। ମଙ୍ଗଳ ଓ ବୁଧବାର: ଘରକୁ ଅତିଥି ଆସିବେ। ଗୁରୁ ଓ ଶୁକ୍ରବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଗୁରୁ ଓ ଶୁକ୍ରବାର: ଘର ପାଇଁ ଦରକାରୀ ଜିନିଷ କିଣିବେ। ଶନିବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

ରବି ଓ ସୋମବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ମଙ୍ଗଳ ଓ ବୁଧବାର: ବଡ଼ ନିଷ୍ପତ୍ତି ନେଇପାରନ୍ତି। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ନୂଆ ଦାୟିତ୍ବ ପାଇବେ। ଶନିବାର: ଘରକୁ କୁଣିଆ ଆସିବେ।

ରବି ଓ ସୋମବାର: ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ଉଚିତ ପରିଶ୍ରମରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଜମାପୁଞ୍ଜି ବୃଦ୍ଧି ହେବ। ଶନିବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ପୁରୁଣା ଜଣାଶୁଣାରୁ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ବେପାର ବୃତ୍ତି ସ˚କ୍ରାନ୍ତରେ ପରିସ୍ଥିତି ଭଲ ରହିବ। ଶନିବାର: ସଞ୍ଚୟ ଅର୍ଥ ବୃଦ୍ଧି ହେବ।

ରବି ଓ ସୋମବାର: ଅନ୍ୟମାନଙ୍କୁ ସହାୟତା କରିବେ। ମଙ୍ଗଳ ଓ ବୁଧବାର: କିଛିନା କିଛି ଇଚ୍ଛା ପୂରା ହେବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ଉପହାର ପାଇବେ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବି ଓ ସୋମବାର: ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ ଆସିବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ଭଲ ରହିବ।

ରବି ଓ ସୋମବାର: ନୂଆ ସୁଯୋଗ ସମ୍ମୁଖକୁ ଆସିବ। ମଙ୍ଗଳ ଓ ବୁଧବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ପରିଜନଙ୍କ ସହ ପ୍ରେମଭାବ ବଢ଼ିବ। ଶନିବାର: ରାଜନୀତରେ ସଫଳତା ପାଇବେ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ମଙ୍ଗଳ ଓ ବୁଧବାର:ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ। ଗୁରୁ ଓ ଶୁକ୍ରବାର: କାରବାରରେ ସଫଳ ହେବେ। ଶନିବାର: ଛାତ୍ରଙ୍କୁ ଖୁସି ଖବର ମିଳିବ।

ସମ୍ବନ୍ଧିତ ଖବର