ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ ରବି ଓ ସୋମବାର: କ୍ୟାରିୟର୍ରେ ଉତ୍ଥାନ, ପତନ ଆସିପାରେ। ମଙ୍ଗଳ ଓ ବୁଧବାର: ନୂଆ କୌଶଳ ଶିଖିବେ। ଗୁରୁ ଓ ଶୁକ୍ରବାର: ଜମାପୁଞ୍ଜି ବୃଦ୍ଧି ହେବ। ଶନିବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ।

ବୃଷ ରବି ଓ ସୋମବାର: ଘରର ମାହୋଲ୍ ଭଲ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଗୁରୁ ଓ ଶୁକ୍ରବାର: ସ˚ପର୍କରେ ଭାରସାମ୍ୟ ବଜାୟ ରହିବ। ଶନିବାର: ଧନଲାଭ ହେବ।

ମିଥୁନ ରବି ଓ ସୋମବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବିକ୍ରୀ ବଢ଼ିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

କର୍କଟ ରବି ଓ ସୋମବାର: ଖୁସି ଖବର ପାଇବେ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କୁ ସହାୟତା କରିବେ। ଗୁରୁ ଓ ଶୁକ୍ରବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ଶନିବାର: ଭାବିଥିବା କାମ ପୂରା ହେବ।

ସି˚ହ ରବି ଓ ସୋମବାର: ବିବାହିତଙ୍କର ସମୟ ଭଲରେ କଟିବ। ମଙ୍ଗଳ ଓ ବୁଧବାର: ମନ ଆଧୢତ୍ମିକ ଦିଗରେ ଲାଗି ରହିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଧନଲାଭ ହେବ।

କନ୍ୟା ରବି ଓ ସୋମବାର: ନିତିଦିନିଆ କାମରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ମନ ଆଧୢତ୍ମିକ ଦିଗରେ ଲାଗି ରହିବ। ଶନିବାର: କିଛି ଆଶା ପୂରଣ ହେବ।

ତୁଳା ରବି ଓ ସୋମବାର: ନୂଆ କାମ ଆରମ୍ଭ କରିବେ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଗୁରୁ ଓ ଶୁକ୍ରବାର: ମନ ଉଦାସ ରହିବ। ଶନିବାର: ଛାତ୍ରମାନେ ଖୁସ୍ ମିଜାଜ୍ର ରହିବେ।

ବିଛା ରବି ଓ ସୋମବାର: ବନ୍ଧୁ ମିଳନ। ମଙ୍ଗଳ ଓ ବୁଧବାର: ଅଫିସ୍ରେ ଆପଣଙ୍କ କାମର ପ୍ରଶ˚ସା ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ପାଇବେ। ଶନିବାର: ପୁରୁଣା କଥାକୁ ନେଇ ମନସ୍ତାପରେ ରହିବେ।

ଧନୁ ରବି ଓ ସୋମବାର: ମନରେ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: କିଛି ନୂଆ ଶିଖିବାର ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: କାରବାରରେ ସଫଳତା ପାଇବେ। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମକର ରବି ଓ ସୋମବାର: ନୂଆ କାମ ଆରମ୍ଭ କରିବେ। ମଙ୍ଗଳ ଓ ବୁଧବାର: ନିଜ ଜୀବନରେ କିଛି ପରିବର୍ତ୍ତନ କରିବେ। ଗୁରୁ ଓ ଶୁକ୍ରବାର: ଧନ ବୃଦ୍ଧି ହେବ। ଶନିବାର: ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ।

କୁମ୍ଭ ରବି ଓ ସୋମବାର: ଧନଲାଭ। ମଙ୍ଗଳ ଓ ବୁଧବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ। ଶନିବାର: ସୁସମ୍ବାଦ ପାଇବେ।

ମୀନ ରବି ଓ ସୋମବାର: ସାଥୀଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ।

ସମ୍ବନ୍ଧିତ ଖବର