ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଉନ୍ନତି ପାଇଁ ଭଲ ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ଗୁରୁ ଓ ଶୁକ୍ରବାର: ଅଫିସ୍‌ କାମରେ ଚାଲେଞ୍ଜ୍ ଆସିପାରେ। ଶନିବାର: ଧନଲାଭ ହେବ।

ବୃଷ ରବି ଓ ସୋମବାର: ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର: କାରବାରରେ ସଫଳତା ପାଇବେ। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମିଥୁନ ରବି ଓ ସୋମବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର: ବେପାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ନୂଆ କାମ ଆରମ୍ଭ କରିବେ। ଶନିବାର: ଘରକୁ ବନ୍ଧୁ ଆସିବେ।

କର୍କଟ ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ସମସ୍ତଙ୍କ ସାଥୀରେ ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର: ଧନଲାଭର ଅବସର ପ୍ରାପ୍ତ ହେବ। ଶନିବାର: ନୂଆ ପ୍ରସ୍ତାବ ଓ କାମ ପାଇବେ।

ସି˚ହ ରବି ଓ ସୋମବାର: ପୂର୍ବରୁ କରିଥିବା କାମରୁ ଲାଭ ହେବ। ମଙ୍ଗଳ ଓ ବୁଧବାର: ସାଥୀଙ୍କ ପ୍ରତି ପ୍ରେମ ଓ ସ୍ନେହଭାବ ରହିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।

କନ୍ୟା ରବି ଓ ସୋମବାର: ପ୍ରେମିକ ସହିତ ସମ୍ବନ୍ଧ ବଢ଼ିଆ ରହିବ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କାମରେ ଗତିରୋଧ ହୋଇପାରେ। ଶନିବାର: ଜୀବନସାଥୀଙ୍କ ସହଯୋଗ ପାଇବେ।

ତୁଳା ରବି ଓ ସୋମବାର: କର୍ମ କ୍ଷେତ୍ରରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କୁ ସହାୟତା କରିବେ। ଗୁରୁ ଓ ଶୁକ୍ରବାର: ପରିଜନଙ୍କ ସହ ମିଳନ ହେତୁ ଖୁସି ରହିବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ବିଛା ରବି ଓ ସୋମବାର: ମନସ୍ତାପରେ ରହିବେ। ମଙ୍ଗଳ ଓ ବୁଧବାର: ଧାର୍ମିକ କାର୍ୟ୍ୟରେ ରୁଚି ନେବେ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ଅଚାନକ ଧନଲାଭ ହେବ।

ଧନୁ ରବି ଓ ସୋମବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: କାମ ମନ୍ଥର ଗତିରେ ପୂରା ହେବ। ଶନିବାର: ମାନ ପ୍ରତିଷ୍ଠା ବଢ଼ିବ।

ମକର ରବି ଓ ସୋମବାର: ଶତ୍ରଙ୍କୁ ପରାସ୍ତ କରିବେ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କୁ ଶୁଭ ସୂଚନା ମିଳିପାରେ। ଗୁରୁ ଓ ଶୁକ୍ରବାର: ଦିମାକ୍‌ ଗରମ ରହିପାରେ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

କୁମ୍ଭ ରବି ଓ ସୋମବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ। ଶନିବାର: ମନ ଉଦାସ ରହିବ।

ମୀନ ରବି ଓ ସୋମବାର: ଘରକୁ କୁଣିଆ ଆସିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ସବୁ ଭଲ ହେବ। ଗୁରୁ ଓ ଶୁକ୍ରବାର: ସମସ୍ୟାର ସମାଧାନ ବାହାରିବ। ଶନିବାର: ଦାମ୍ପତ୍ୟ ଜୀବନ ମଧୁର ରହିବ।

ସମ୍ବନ୍ଧିତ ଖବର