ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଲୋକଙ୍କ ସାହାଯ୍ୟ ପାଇବେ। ସୋମ ଓ ମଙ୍ଗଳବାର: ବେପାରୀଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶନିବାର: ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

 

ରବିବାର: ରୋଜଗାର ପାଇଁ ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ସ˚ପର୍କରେ ଭାରସାମ୍ୟ ବଜାୟ ରହିବ। ଶନିବାର: ଅଚାନକ ଧନପ୍ରାପ୍ତି ହେବ।

 

ରବିବାର: ଆଶା ପୂରଣ ହେବ। ସୋମ ଓ ମଙ୍ଗଳବାର: ବେପାର ବୃତ୍ତିରେ ଯଥେଷ୍ଟ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନରେ ମଧୁରତା ଆସିବ। ଶନିବାର: ମିତ୍ରଙ୍କୁ ସହାୟତା କରିବେ।

 

ରବିବାର: ପୁଣ୍ୟ କାର୍ଯ୍ୟ କରିବେ। ସୋମ ଓ ମଙ୍ଗଳବାର: କିଛିନା କିଛି ଇଚ୍ଛା ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ ଆସିବ। ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

 

ରବିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସୋମ ଓ ମଙ୍ଗଳବାର: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ପରିଜନଙ୍କ ସହ ପ୍ରେମଭାବ ବଢ଼ିବ।

 

 

ରବିବାର: ଛାତ୍ରଛାତ୍ରୀମାନେ ଖୁସ୍‌ ମିଜାଜର ରହିବେ। ସୋମ ଓ ମଙ୍ଗଳବାର: ବଡ଼ ନିର୍ଣ୍ଣୟ ନେଇ ପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: କର୍ମ କ୍ଷେତ୍ରରେ ଉନ୍ନତି ହେବ। ଶନିବାର: ବେପାରରେ ଭଲ ଲାଭ ପାଇବେ।

 

ରବିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ସୋମ ଓ ମଙ୍ଗଳବାର: ବେପାର ବୃତ୍ତିରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: କ୍ୟାରିୟର୍‌କୁ ନେଇ ଚିନ୍ତିତ ରହିବେ। ଶନିବାର: ପ୍ରେମରେ ସଫଳତା ପାଇବେ।

 

ରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ। ଶନିବାର: ମନ ଉଦାସ ରହିବ।

 

ରବିବାର: ଘରକୁ କୁଣିଆ ଆସିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସବୁ ଭଲ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଅଫିସ୍‌ କାମରେ ଚାଲେଞ୍ଜ୍ ଆସିପାରେ। ଶନିବାର: ପ୍ରେମ ସ˚ପର୍କ ନିବିଡ଼ ହେବ।

 

ରବିବାର: ପ୍ରିୟଜନ ମିଳନ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ପରିଶ୍ରମର ଭଲ ପରିଣାମ ପାଇବେ।

 

 

ରବିବାର: ସଞ୍ଚୟ ଅର୍ଥ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ନୂଆ କୌଶଳ ଶିଖିବେ। ବୁଧ, ଗୁରୁ ଓ ଶୁକ୍ରବାର: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ଶନିବାର: ସୁଯୋଗ ହାତଛଡ଼ା କରନ୍ତୁ ନାହିଁ।

 

ରବିବାର: ଶୁଭ ସମାଚାର ପାଇବେ। ସୋମ ଓ ମଙ୍ଗଳବାର: ସରକାରୀ କାମରେ ଲାଭ ମିଳିପାରେ। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ ବୃଦ୍ଧି ହେବ। ଶନିବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ।

ସମ୍ବନ୍ଧିତ ଖବର