ରାଉରକେଲା: ରାଉରକେଲାର ବୀର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ଜାତୀୟ ମାଷ୍ଟର୍ସ କ୍ରୀଡ଼ା ପ୍ରତିଯୋଗିତାରେ ଉଦୀୟମାନ ମହିଳା କ୍ରୀଡ଼ାବିତ୍ ସରିତା ମିଶ୍ର କୃତିତ୍ବ ହାସଲ କରିଛନ୍ତି। ଭୁବନେଶ୍ବରର ଗୌତମନଗର ନିବାସୀ ସରିତା ମିଶ୍ର ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଓ ୫ ହଜାର ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଦୌଡ଼ ବ୍ୟତୀତ ସେ ଫୁଟବଲରେ ମଧ୍ୟ କୃତିତ୍ବ ହାସଲ କରିଛନ୍ତି।
ଜାତୀୟ ମାଷ୍ଟର୍ସ କ୍ରୀଡ଼ା ପ୍ରତିଯୋଗିତାରେ ଉଦୀୟମାନ ମହିଳା କ୍ରୀଡ଼ାବିତ୍ ସରିତା ମିଶ୍ର କୃତିତ୍ବ ହାସଲ କରିଛନ୍ତି। ଭୁବନେଶ୍ବରର ଗୌତମନଗର ନିବାସୀ ସରିତା ମିଶ୍ର ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଓ ୫ ହଜାର ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି।ଦୌଡ଼ ବ୍ୟତୀତ ସେ ଫୁଟବଲରେ ମଧ୍ୟ କୃତିତ୍ବ ହାସଲ କରିଛନ୍ତି।
ସରକାରଙ୍କ ତରଫରୁ ଏଭଳି ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ଅଧିକ ଉଦୀୟମାନ କ୍ରୀଡ଼ାବିତ୍ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/13/4RCFrGCLtnu1HWf1E7Hc.jpg)