ସୁନ୍ଦରଗଡ଼: ଗତକାଲି ସଦର ଥାନା ଜପଙ୍ଗାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତା ହେଲେ ଜପଙ୍ଗାର ସୁରେଖା ନାଏକ। ରିପ୍ଲେକ୍ସ ନାଏକ ନାମକ ଯୁବକ ବାଇକରେ ଦ୍ରୁତଗତିରେ ଆସି ମହିଳାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି।
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍: ଘଟଣାସ୍ଥଳରେ ମହିଳା ମୃତ
ସଦର ଥାନା ଜପଙ୍ଗାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତା ହେଲେ ଜପଙ୍ଗାର ସୁରେଖା ନାଏକ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)