ବାଙ୍କୀ: ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜନୈକ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଥିବାର ଖବର ମିଳିଛି। ବାଙ୍କୀ ରତାଗଡ଼ ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜଣେ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଛନ୍ତି। ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।
ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜନୈକ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଥିବାର ଖବର ମିଳିଛି। ବାଙ୍କୀ ରତାଗଡ଼ ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜଣେ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଛନ୍ତି। ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।
ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/11/water-accident-2025-08-11-01-25-30.jpg)