ରାଉରକେଲା: ଘରେ ନିଆଁ ସେକି ହେଉଥିବାବେଳେ ଜଣେ ମହିଳା ପୋଡ଼ିଯାଇଛନ୍ତି। ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଖଣ୍ଡାପାଟ ଗାଁରେ ଘଟିଛି ଏହି ଅଘଟଣ। ଗୁରୁତର ଆହତ ହେଉଛନ୍ତି ପାଣିକିଆ କିଷାନ (୪୫)।
ମହିଳାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/RGH.jpg)